ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଣାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଣାଇବା   କ୍ରିୟାପଦ

ଅର୍ଥ : ଚିହ୍ନ, ସୂତ୍ର ଆଦିର ମାଧ୍ୟମରେ ବତାଇବା ବା ଖବର ଦେବା

ଉଦାହରଣ : ଆପଣ କଣ ଏହି ଦୁଇ ସହର ମଧ୍ୟରେ ଥିବା ଦୂରତାକୁ କି.ମି.ରେ ବତାଇବେ?

ସମକକ୍ଷ : ଜ୍ଞାତ କରାଇବା, ବତାଇବା

* चिह्न, सूत्र आदि के माध्यम से बताना या जानकारी देना।

क्या आप इन दोनों शहरों के बीच की दूरी को किमी में बताएँगे।
बतलाना, बताना

Indicate through a symbol, formula, etc..

Can you express this distance in kilometers?.
express, state

ଅର୍ଥ : କୌଣସି ବସ୍ତୁ ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା

ଉଦାହରଣ : ରହିମ ଆଜି ଆସିବନି ବୋଲି ସେ କହିଲା

ସମକକ୍ଷ : କହିବା, ବତେଇବା, ସୂଚନା ଦେବା, ସୂଚିତ କରିବା

किसी वस्तु, काम आदि के बारे में बताना।

उसने कहा कि रहीम आज नहीं आयेगा।
कहना, बतला देना, बतलाना, बता देना, बताना, सूचना देना, सूचित करना

Let something be known.

Tell them that you will be late.
tell

ଅର୍ଥ : ଯାହା କାହାରି ମନରେ ନ ଥାଏ ତାକୁ ଜଣାଇ ତାଙ୍କ ମନମଧ୍ୟକୁ ଆଣିବା

ଉଦାହରଣ : ମୁଁ ତାଙ୍କୁ ଜଣାଇଲି ଯେ ମୁଁ ସବୁ ଭୁଲିଯାଇଛି ଜିଲ୍ଲାଧିକାରୀଙ୍କୁ ଘେରାଉକରି କୃଷକମାନେ ତାଙ୍କ ବିରୋଧର ସୂଚନା ଦେଲେ

ସମକକ୍ଷ : ଜ୍ଞାତ କରିବା, ସୂଚନାଦେବା, ସୂଚିତକରିବା

जो किसी के ध्यान में न हो उसे बताकर उसके ध्यान में लाना।

मैंने उन्हें जतलाया कि मैं सब कुछ भूल गया हूँ।
जिलाधिकारी का घेरावकर किसानों ने अपना विरोध जताया।
जतलाना, जताना, जनाना

Give expression to.

She showed her disappointment.
evince, express, show