ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଣେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଣେଇବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ, ସୂଚନାଆଦି କାହାକୁ ବତାଇବା

ଉଦାହରଣ : ସେ ମୋତେ କହିଲା ଯେ ସେ କାମ ଛାଡ଼ିକରି ଯାଉଛି

ସମକକ୍ଷ : କହିବା, ବତାଇବା

किसी वस्तु, सूचना आदि से किसी को परिचित कराना।

उसने मुझे बताया कि वह काम छोड़कर जा रहा है।
अवगत कराना, जताना, जनाना, बतलाना, बताना

Impart knowledge of some fact, state of affairs, or event to.

I informed him of his rights.
inform