ଅର୍ଥ : ଲୋକ ଦେଖାଣିଆ ବା ଗର୍ବର ସହିତ ପିନ୍ଧିବା ବା ପ୍ରଦର୍ଶିତ କରିବା
ଉଦାହରଣ :
ଶୀଲା ନୂଆ ଚୁଡ଼ିଗୁଡ଼ିକ ଦେଖାଉଛି
ସମକକ୍ଷ : ଉପସ୍ଥାପନ କରିବା, ପ୍ରତ୍ୟକ୍ଷ କରାଇବା, ପ୍ରଦର୍ଶନ କରିବା, ପ୍ରଦର୍ଶିତ କରିବା
ଅର୍ଥ : ଯାଞ୍ଚ ବା ନିରୀକ୍ଷଣ କରାଇବା
ଉଦାହରଣ :
ଆପଣ କଣ ରୋଗୀକୁ ଡାକ୍ତରକୁ ଦେଖାଇଲେ ?
ଅର୍ଥ : ଆଖିରେ କୌଣସି ବ୍ୟକ୍ତି, ପଦାର୍ଥ, କାମଆଦିର ରୂପ-ରଙ୍ଗ ଏବଂ ଆକାର-ପ୍ରକାର ବା ଗୁଣଆଦିର ଜ୍ଞାନ ପ୍ରାପ୍ତ କରିବା
ଉଦାହରଣ :
ସେ ଆମକୁ ନିଜର ନୂଆଘର ଦେଖାଇଲା
ସମକକ୍ଷ : ଦର୍ଶାଇବା
ଅର୍ଥ : ଅନୁଧ୍ୟାନ କରାଇବା
ଉଦାହରଣ :
ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ ଦେଖାଇଲେ ଯେ ହତ୍ୟା କେଉଁଠାରେ ହୋଇଛି
ଅର୍ଥ : କୌଣସି ବସ୍ତୁ ବା କାର୍ଯ୍ୟ ଆଡ଼କୁ ଇଙ୍ଗିତ କରିବା
ଉଦାହରଣ :
ମାଆ ମୋତେ ଆକାଶରେ ଧ୍ରୁବ ତାରାର ସ୍ଥିତି ବତାଇଲେ
ସମକକ୍ଷ : ନିର୍ଦ୍ଦେଶ କରିବା, ବତାଇବା