ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଡ଼କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଡ଼କ   ବିଶେଷ୍ୟ

ଅର୍ଥ : ଝଂଣ୍ ଶବ୍ଦ ସହିତ ଭାଙ୍ଗିବା ବା ଫାଟିବା କ୍ରିୟା

ଉଦାହରଣ : ଅତ୍ୟଧିକ ତାପ କାରଣରୁ କାଚ ଚଡ଼କିବା ସମ୍ଭବ

ସମକକ୍ଷ : ଚଡ଼କିବା

तड़ या चट शब्द सहित टूटने या फटने की क्रिया।

अत्यधिक ताप के कारण काँच का तड़कना संभव है।
चटकना, चटका, चिटकना, तड़क, तड़कना

The act of cracking something.

crack, cracking, fracture

ଅର୍ଥ : ଅକସ୍ମାତ ହେଉଥିବା କୌଣସି ବଡ଼ ଅନର୍ଥ ବା ଅନିଷ୍ଟ କାର୍ଯ୍ୟ

ଉଦାହରଣ : ଶ୍ରବଣର ମୃତ୍ୟୁ ଖବର ଶୁଣିବା କ୍ଷଣି ଅନ୍ଧ ପିତାମାତାଙ୍କ ଉପରେ ବଜ୍ରାଘାତ ହେଲା

ସମକକ୍ଷ : ବଜ୍ର, ବଜ୍ରପାତ, ବଜ୍ରାଘାତ

सहसा होनेवाला कोई बहुत बड़ा अनर्थ या अनिष्ट।

श्रवण की मृत्यु का समाचार सुनते ही अंधे माता-पिता पर वज्राघात हुआ।
वज्रपात, वज्राघात