ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଜ୍ରାଘାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଜ୍ରାଘାତ   ବିଶେଷ୍ୟ

ଅର୍ଥ : ଆକାଶରେ ବିଜୁଳି ଚମକିବା ବା ମେଘ ଗର୍ଜିବାପରେ ବିଜୁଳିର ପୃଥିବୀ ଉପରେ ପଡ଼ିବାର ପ୍ରକ୍ରିୟା

ଉଦାହରଣ : କାଲି ହୋଇଥିବା ବଜ୍ରପାତରେ ଦୁଇଜଣ ଲୋକ ଆହତ ହେଲେ

ସମକକ୍ଷ : ବଜ୍ରପାତ

आकाश में बिजली चमकने और बादल गरजने के बाद बिजली के पृथ्वी पर गिरने की क्रिया।

कल हुए वज्रपात में दो व्यक्ति घायल हो गए।
वज्रपात, वज्राघात, विद्युत पात, विद्युत्पात

A discharge of lightning accompanied by thunder.

bolt, bolt of lightning, thunderbolt

ଅର୍ଥ : ଅକସ୍ମାତ ହେଉଥିବା କୌଣସି ବଡ଼ ଅନର୍ଥ ବା ଅନିଷ୍ଟ କାର୍ଯ୍ୟ

ଉଦାହରଣ : ଶ୍ରବଣର ମୃତ୍ୟୁ ଖବର ଶୁଣିବା କ୍ଷଣି ଅନ୍ଧ ପିତାମାତାଙ୍କ ଉପରେ ବଜ୍ରାଘାତ ହେଲା

ସମକକ୍ଷ : ଚଡ଼କ, ବଜ୍ର, ବଜ୍ରପାତ

सहसा होनेवाला कोई बहुत बड़ा अनर्थ या अनिष्ट।

श्रवण की मृत्यु का समाचार सुनते ही अंधे माता-पिता पर वज्राघात हुआ।
वज्रपात, वज्राघात