ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ସାଧୁ ମହାତ୍ମାଙ୍କ ବାଣୀ ଯାହା ଲିଖିତ ରୂପରେ ଉପଲବ୍ଧ
ଉଦାହରଣ : କବୀର, ଗୁରୁନାନକଆଦିଙ୍କ ବାଣୀ ବହୁ ପ୍ରଚଳିତ
ସମକକ୍ଷ : ଡାକ, ବାଣୀ
किसी साधु महात्मा के वचन जो हमें लिखित रूप में उपलब्ध हैं।
ଅର୍ଥ : କୌଣସି କାମ କରିବା କିମ୍ବା ନକରିବାର ଭାବ ଯାହାକୁ ଦୃଢ଼ତା ବା ପ୍ରତିଜ୍ଞାପୂର୍ବକ ଭାବରେ ପ୍ରକାଶ କରାଯାଏ
ଉଦାହରଣ : ଆଧୁନିକ ଯୁଗରେ ବହୁତ କମ ଲୋକ ନିଜ କଥା ରକ୍ଷାକରନ୍ତି
ସମକକ୍ଷ : କଥା
किसी से दृढ़ता या प्रतिज्ञापूर्वक यह कहने की क्रिया कि हम अमुक काम अवश्य करेंगे अथवा कभी नहीं करेंगे।
A verbal commitment by one person to another agreeing to do (or not to do) something in the future.
ଅର୍ଥ : ଶବ୍ଦର ରୂପରେ ଗୋଟିଏ ବା ଅନେକ ଧାରଣା ହେଉଥିବା ବ୍ୟାକରଣର ଗୋଟିଏ ନିୟମ
ଉଦାହରଣ : ହିନ୍ଦୀରେ ଦୁଇଟି ବଚନ ହୋଇଥାଏ
व्याकरण में वह विधान जिसके द्वारा शब्द के रूप से एक या अनेक का बोध होता है।
The grammatical category for the forms of nouns and pronouns and verbs that are used depending on the number of entities involved (singular or dual or plural).
ଅର୍ଥ : ମନୁଷ୍ୟ ମୁହଁରୁ ବାହାରୁଥିବା ସାର୍ଥକ ଶବ୍ଦ
ଉଦାହରଣ : ଏଭଳି ବଚନ କୁହ ଯାହା ଅନ୍ୟକୁ ଭଲ ଲାଗିବ
ସମକକ୍ଷ : କଥା, ବାକ୍ୟ, ବାଣୀ, ବୋଲି
मनुष्य के मुख से निकलने वाला सार्थक शब्द।
(language) communication by word of mouth.
ସଂସ୍ଥାପନ କରନ୍ତୁ