ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାକ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାକ୍ୟ   ବିଶେଷ୍ୟ

ଅର୍ଥ : ବ୍ୟାକରଣର ନିୟମ ଅନୁସାରେ କ୍ରମରେ ଥିବା ଯେଉଁ ସାର୍ଥକ ଶବ୍ଦସମୂହଦ୍ୱାରା କାହାରି ବିଷୟରେ ନିଜର ଅଭିପ୍ରାୟ ପ୍ରକଟ କରାଯାଇଥାଏ

ଉଦାହରଣ : ଏହି ଲେଖାର ପ୍ରଥମ ବାକ୍ୟରେ ହିଁ କିଛି ତୃଟି ରହିଛି

व्याकरण के नियमों के अनुसार क्रम से लगा हुआ वह सार्थक शब्द-समूह जिसके द्वारा किसी पर अपना अभिप्राय प्रकट किया जाता है।

इस वाक्य में कोई गलती नहीं हैं।
कलाम, जुमला, वाक्य

A string of words satisfying the grammatical rules of a language.

He always spoke in grammatical sentences.
sentence

ଅର୍ଥ : ମନୁଷ୍ୟ ମୁହଁରୁ ବାହାରୁଥିବା ସାର୍ଥକ ଶବ୍ଦ

ଉଦାହରଣ : ଏଭଳି ବଚନ କୁହ ଯାହା ଅନ୍ୟକୁ ଭଲ ଲାଗିବ

ସମକକ୍ଷ : କଥା, ବଚନ, ବାଣୀ, ବୋଲି

मनुष्य के मुख से निकलने वाला सार्थक शब्द।

ऐसा वचन बोलें जो दूसरों को अच्छा लगे।
इड़ा, बयन, बाणी, बानी, बोल, बोली, वचन, वाचा, वाणी

(language) communication by word of mouth.

His speech was garbled.
He uttered harsh language.
He recorded the spoken language of the streets.
language, oral communication, speech, speech communication, spoken communication, spoken language, voice communication