ଅର୍ଥ : ଡାକ ବ୍ୟବସ୍ଥାଦ୍ୱାରା ନେବାଆଣିବା କରାଯାଉଥିବା ଚିଠି ଆଦି
ଉଦାହରଣ :
ଡାକବାଲା ପ୍ରତିଦିନ ଚାରିଟାବେଳକୁ ଡାକ ଆଣେ
ଅର୍ଥ : ନିଲାମ ସମୟରେ ବଡ଼ ପାଟିରେ ଜିନିଷର ଦାମ୍ ଡାକିବା କ୍ରିୟା
ଉଦାହରଣ :
ମୁଁ ଏହି ଜିନିଷ ପାଇଁ ଶହେ ଟଙ୍କା ପର୍ଯ୍ୟନ୍ତ ଡାକ ଲଗାଇ ପାରିବି
ସମକକ୍ଷ : ଡାକରା
ଅର୍ଥ : ଫକୀର, ସୌଦା ବିକ୍ରିକରୁଥିବା ଲୋକ ଆଦିଙ୍କର ଟିକେ ଜୋର ଡାକ
ଉଦାହରଣ :
ଚାଟବାଲାର ଡାକ ଶୁଣି ପିଲାମାନେ ଗଳି ମୁହଁକୁ ଦୌଡିଲେ
ଅର୍ଥ : ଯାତ୍ରାର ଏଭଳି ବ୍ୟବସ୍ଥା ଯେଉଁଥିରେ ପ୍ରତ୍ୟେକ ରହଣି ପରେ ପଶୁ ବା ଯାନକୁ ବଦଳା ଯାଇଥାଏ
ଉଦାହରଣ :
ଦୂରଦୂରାନ୍ତରକୁ ଯାତ୍ରା କରିବାନିମନ୍ତେ ଆଗକାଳରେ ଡାକ ବ୍ୟବସ୍ଥା ଥିଲା
ଅର୍ଥ : ରାଷ୍ଟ୍ର ତରଫରୁ ଚିଠିପତ୍ର, ପାର୍ସଲ ଆଦିର ଦିଆନିଆ ବ୍ୟବସ୍ଥା
ଉଦାହରଣ :
ମୁଁ ମୋର ଚିଠି ଡାକରେ ପଠେଇଛି