ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୋଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୋଲି   ବିଶେଷ୍ୟ

ଅର୍ଥ : କୌଣସି ବିଶିଷ୍ଟ ସ୍ଥାନରେ ଶବ୍ଦଦ୍ୱାରା ବ୍ୟବହୃତ କଥନ ପ୍ରକାର ଯାହାର ବ୍ୟବହାର ବିଶେଷକରି କଥାବାର୍ତ୍ତାରେ ହିଁ ହୁଏ

ଉଦାହରଣ : ଆମ ଅଞ୍ଚଳର ଉପଭାଷା ସମ୍ବଲପୁରୀ

ସମକକ୍ଷ : ଉପଭାଷା

किसी विशिष्ट स्थान के शब्दों का बना वह कथन-प्रकार जिसका व्यवहार विशेषकर बात-चीत में ही होता है।

हमारे क्षेत्र की बोली भोजपुरी है।
बोली

The usage or vocabulary that is characteristic of a specific group of people.

The immigrants spoke an odd dialect of English.
He has a strong German accent.
It has been said that a language is a dialect with an army and navy.
accent, dialect, idiom

ଅର୍ଥ : ମନୁଷ୍ୟ ମୁହଁରୁ ବାହାରୁଥିବା ସାର୍ଥକ ଶବ୍ଦ

ଉଦାହରଣ : ଏଭଳି ବଚନ କୁହ ଯାହା ଅନ୍ୟକୁ ଭଲ ଲାଗିବ

ସମକକ୍ଷ : କଥା, ବଚନ, ବାକ୍ୟ, ବାଣୀ

मनुष्य के मुख से निकलने वाला सार्थक शब्द।

ऐसा वचन बोलें जो दूसरों को अच्छा लगे।
इड़ा, बयन, बाणी, बानी, बोल, बोली, वचन, वाचा, वाणी

(language) communication by word of mouth.

His speech was garbled.
He uttered harsh language.
He recorded the spoken language of the streets.
language, oral communication, speech, speech communication, spoken communication, spoken language, voice communication