ଅର୍ଥ : ଚିତ୍ର, ଗ୍ରନ୍ଥ, ବାସ୍ତୁ ଆଦି ରୂପରେ ବନାହୋଇଥିବା ବସ୍ତୁ
ଉଦାହରଣ :
ତାଜମହଲ ବିଶ୍ୱର ସର୍ବୋତ୍ତମ କୃତିଗୁଡ଼ିକ ମଧ୍ୟରୁ ଏକ
ସମକକ୍ଷ : କୃତି
ଅର୍ଥ : ସାହିତ୍ୟ ସହିତ ସମ୍ବନ୍ଧିତ କୃତ୍ତି
ଉଦାହରଣ :
ତୁଳସୀଦାସଙ୍କର ରାମଚରିତମାନସ ବିଶ୍ୱପ୍ରସିଦ୍ଧ ସାହିତିୟ୍କ କୃତି
ସମକକ୍ଷ : ସାହିତିକ୍ୟ କୃତି, ସାହିତିକ୍ୟ ରଚନା