ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆୟୋଜନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆୟୋଜନ   ବିଶେଷ୍ୟ

ଅର୍ଥ : କୌଣସି କାମ ଠିକ ଭାବରେ ସମ୍ପୂର୍ଣ୍ଣ କରିବା ବ୍ୟବସ୍ଥା

ଉଦାହରଣ : ଶ୍ୟାମ ଧର୍ମାନୁଷ୍ଠାନର ସମ୍ପୂର୍ଣ୍ଣ ଯୋଗାଡ଼ କରିଛି

ସମକକ୍ଷ : ପ୍ରବନ୍ଧ, ବନ୍ଦୋବସ୍ତ, ବ୍ୟବସ୍ଥା, ଯୋଗାଡ଼

आर्थिक, राजनीतिक तथा समाजिक क्षेत्रों में घर-गृहस्थी, निर्माण-शालाओं या संस्थाओं के विभिन्न कार्यों तथा आयोजनों का अच्छी तरह से तथा कुशलतापूर्वक किया जानेवाला संचालन।

धर्मानुष्ठान का सारा प्रबंध श्याम ने किया।
अधीक्षण, प्रबंध, प्रबन्ध

The act of managing something.

He was given overall management of the program.
Is the direction of the economy a function of government?.
direction, management

ଅର୍ଥ : କୌଣସି କାମପାଇଁ ପ୍ରଥମରୁ କରାଯାଉଥିବା ବ୍ୟବସ୍ଥା

ଉଦାହରଣ : କୃଷି ମନ୍ତ୍ରାଳୟଦ୍ୱାରା ଏକ କୃଷି ମେଳାର ଆୟୋଜନ କରାଯାଇଛି

ସମକକ୍ଷ : ବ୍ୟବସ୍ଥା

किसी काम के लिए पहले से किया जाने वाला प्रबंध।

इस कृषि मेले के आयोजन की जिम्मेदारी मुझे दी गई है।
आयोजन, आयोजना, संभार, सम्भार

The act or process of drawing up plans or layouts for some project or enterprise.

planning