ଅର୍ଥ : ସ୍ୱତନ୍ତ୍ର କିନ୍ତୁ ପରସ୍ପର ସହ ଯୋଡ଼ିହୋଇଥିବା ତତ୍ତ୍ୱର ଯେଉଁ ସମୂହଦ୍ୱାରା ଏକ ଏକକର ନିର୍ମାଣ ହୋଇଥାଏ
ଉଦାହରଣ :
ଆରକ୍ଷଣଦ୍ୱାରା ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଥାଏ
ସମକକ୍ଷ : ତନ୍ତ୍ର
ଅର୍ଥ : କୌଣସି କାମପାଇଁ ପ୍ରଥମରୁ କରାଯାଉଥିବା ବ୍ୟବସ୍ଥା
ଉଦାହରଣ :
କୃଷି ମନ୍ତ୍ରାଳୟଦ୍ୱାରା ଏକ କୃଷି ମେଳାର ଆୟୋଜନ କରାଯାଇଛି
ସମକକ୍ଷ : ଆୟୋଜନ
ଅର୍ଥ : ଶାସ୍ତ୍ରଆଦିଦ୍ୱାରା ନିର୍ଦ୍ଧାରିତ ହେଉଥିବା କାମର ବିଧାନ
ଉଦାହରଣ :
ବୈଦିକ ଯୁଗରେ କାମର ଆଧାରରେ ଚାରି ବର୍ଣ୍ଣର ବ୍ୟବସ୍ଥା ନିର୍ଦ୍ଧାରିତ ହୋଇଛି
ଅର୍ଥ : ସମାଜ ଦ୍ୱାରା ନିର୍ଦ୍ଧାରିତ କୌଣସି କାର୍ଯ୍ୟ କରିବାପାଇଁ ଏକ ପ୍ରଚଳିତ ରୀତି
ଉଦାହରଣ :
ଏହି କାର୍ଯ୍ୟଳୟର ବ୍ୟବସ୍ଥା ଏତେ ବେକାର ଯେ କିଛି ବି କାମ ଠିକ୍ ସମୟରେ ହେଉନାହିଁ