ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି କାମ ଠିକ ଢଙ୍ଗରେ କିମ୍ବା ଉଚିତ ପ୍ରକାରରେ କରିବା ବା ତାକୁ ପୂରା କରିବାପାଇଁ ଆୟୋଜନ କରିବାର କ୍ରିୟା
ଉଦାହରଣ : ବାହାଘରରେ ଝିଅଘର ବହୁତ ଭଲ ବ୍ୟବସ୍ଥା କରିଥିଲେ
ସମକକ୍ଷ : ବନ୍ଦୋବସ୍ତ, ବ୍ୟବସ୍ଥା
कोई काम ठीक ढंग या उचित प्रकार से करने या उसे पूरा करने के लिए आयोजन करने की क्रिया।
The thing arranged or agreed to.
ଅର୍ଥ : କୌଣସି କାମ ଠିକ ଭାବରେ ସମ୍ପୂର୍ଣ୍ଣ କରିବା ବ୍ୟବସ୍ଥା
ଉଦାହରଣ : ଶ୍ୟାମ ଧର୍ମାନୁଷ୍ଠାନର ସମ୍ପୂର୍ଣ୍ଣ ଯୋଗାଡ଼ କରିଛି
ସମକକ୍ଷ : ଆୟୋଜନ, ପ୍ରବନ୍ଧ, ବନ୍ଦୋବସ୍ତ, ବ୍ୟବସ୍ଥା
आर्थिक, राजनीतिक तथा समाजिक क्षेत्रों में घर-गृहस्थी, निर्माण-शालाओं या संस्थाओं के विभिन्न कार्यों तथा आयोजनों का अच्छी तरह से तथा कुशलतापूर्वक किया जानेवाला संचालन।
The act of managing something.
ଅର୍ଥ : କୌଣସି ବସ୍ତୁ ଉତ୍ପାଦନରେ ନିୟୋଜିତ ଲୋକ, କାରଖାନା ବା ସଂସ୍ଥାନ
ଉଦାହରଣ : ସରକାର ମହିଳା ଉଦ୍ୟୋଗଗୁଡ଼ିକୁ ଉତ୍ସାହିତ କରୁଛନ୍ତି
ସମକକ୍ଷ : ଉଦଯୋଗ, ଉଦ୍ୟମ, ଉଦ୍ୟୋଗ, ଚେଷ୍ଟା
किसी वस्तु के उत्पादन में रत लोग, कारखाना या संस्थान।
The people or companies engaged in a particular kind of commercial enterprise.