ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତାରଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତାରଣା   ବିଶେଷ୍ୟ

ଅର୍ଥ : ନିଜ ଉପରେ ବିଶ୍ୱାସ କରିବା ବ୍ୟକ୍ତିର ବିଶ୍ୱାସ ବିପରୀତରେ କରାଯାଉଥିବା କାମ

ଉଦାହରଣ : ଈନ୍ଦିରା ଗାନ୍ଧୀଙ୍କର ଅଙ୍ଗରକ୍ଷକମାନେ ତାଙ୍କ ସହିତ ବିଶ୍ୱାସଘାତକତା କଲେ ଏବଂ ତାଙ୍କୁ ଗୁଳିକରି ମାରିଦେଲେ

ସମକକ୍ଷ : ଦଗା, ବିଶ୍ୱାସଘାତକତା

अपने पर विश्वास करनेवाले के विश्वास के विपरीत किया जानेवाला कार्य।

इंदिरा गांधी के अंगरक्षकों ने उनके साथ विश्वासघात किया और उनको गोलियों से छलनी कर दिया।
अपघात, गद्दारी, ग़द्दारी, दग़ा, दग़ाबाज़ी, दगा, दगाबाजी, बददियानती, बेवफ़ाई, बेवफाई, विश्वासघात

An act of deliberate betrayal.

betrayal, perfidy, treachery, treason

ଅର୍ଥ : କାହାକୁ ପ୍ରତାରଣା କରି ନିଜର ସ୍ୱାର୍ଥପାଇଁ କରାଯାଇଥିବା କାମ

ଉଦାହରଣ : ସେ ଛଳନା କରି ପୂରା ସଂପତ୍ତିକୁ ନିଜ ନାମରେ କରାଇ ନେଲା ସେ ନିଜ ଛଳନାରେ କୃତକାର୍ଯ୍ୟ ହୋଇପାରିଲା ନାହିଁ

ସମକକ୍ଷ : ଛଳନା, ଠକାମି

The act of deceiving.

deceit, deception, dissembling, dissimulation

ଅର୍ଥ : ଯେଉଁ ଆଚରଣ ବା କାମଆଦିରେ ବାହ୍ୟ ଓ କୃତ୍ରିମ ଭାବ ରହିଥାଏ

ଉଦାହରଣ : ସନ୍ଥ କବୀର ଭଣ୍ଡତା ଉପରେ ତୀକ୍ଷ୍‌ଣ ବ୍ୟଙ୍ଗ କରିଛନ୍ତି

ସମକକ୍ଷ : କପଟତା, ଛଦ୍ମତା, ଛଳ କପଟ, ଛଳନା, ଭଣ୍ଡତା, ଶଠତା

Pretending that something is the case in order to make a good impression.

They try to keep up appearances.
That ceremony is just for show.
appearance, show