ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କପଟତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କପଟତା   ବିଶେଷ୍ୟ

ଅର୍ଥ : କାହାରିଠାରୁ କୌଣସି କଥାଆଦି ଗୋପନ ରଖିବା କ୍ରିୟା ବା ଭାବ

ଉଦାହରଣ : ନିଜ ଲୋକଙ୍କ ଠାରେ କିଭଳି ଛଳନା କରାଯିବ?କପଟତା ବିନା ସେ ନିଜ କଥା କହି ବସିଲା

ସମକକ୍ଷ : ଗୋପନତା, ଛଳନା, ସଂଗୋପନ

किसी से कोई बात आदि गुप्त रखने या छिपाने की क्रिया या भाव।

अपनों से दुराव कैसा?
बिना दुराव के वह अपनी बात कह बैठा।
अंतर्भाव, अन्तर्भाव, अपज्ञान, अपन्हुति, अपहर्ता, अपहार, अपह्नव, अपह्नुति, कपट, गोपन, चोरी, छद्म, छिपाव, छुपाव, तिरोधान, दुराव, परदा, पर्दा, पोशीदगी, लाग-लपेट, लागलपेट, संगोपन

The activity of keeping something secret.

concealing, concealment, hiding

ଅର୍ଥ : କୁଟିଳ ହେବାର ଅବସ୍ଥା ବା ଭାବ

ଉଦାହରଣ : ତାର କୁଟିଳତାପାଇଁ ତାକୁ କେହି ପସନ୍ଦ କରନ୍ତି ନାହିଁ

ସମକକ୍ଷ : କୁଟିଳତା, ଚାଲାକି, ଛଳପୂର୍ଣତା, ଧୂର୍ତ୍ତତା, ଶଠତା

कुटिल होने की अवस्था या भाव।

कुटिलता के कारण उसे कोई पसंद नहीं करता है।
उचक्कापन, उचक्कापना, उड़ेंच, कपटता, काइयाँपन, कुटिलता, चालाकी, छलपूर्णता, जिह्यता, धूर्तता, फ़ितरत, फितरत, भंग, भङ्ग, मक्कारी, शठता

The quality of being deceitful and underhanded.

crookedness, deviousness

ଅର୍ଥ : ଯେଉଁ ଆଚରଣ ବା କାମଆଦିରେ ବାହ୍ୟ ଓ କୃତ୍ରିମ ଭାବ ରହିଥାଏ

ଉଦାହରଣ : ସନ୍ଥ କବୀର ଭଣ୍ଡତା ଉପରେ ତୀକ୍ଷ୍‌ଣ ବ୍ୟଙ୍ଗ କରିଛନ୍ତି

ସମକକ୍ଷ : ଛଦ୍ମତା, ଛଳ କପଟ, ଛଳନା, ପ୍ରତାରଣା, ଭଣ୍ଡତା, ଶଠତା

Pretending that something is the case in order to make a good impression.

They try to keep up appearances.
That ceremony is just for show.
appearance, show