ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଠକିବାର କାମ
ଉଦାହରଣ : ପୋଲିସ ରେଳଗାଡ଼ିରେ ଠକାମି କରୁଥିବା ଦୁଇଜଣ ଠକଙ୍କୁ ଧରିଲେ
ସମକକ୍ଷ : ଠକାଇ, ଠକେଇ
ठगने का काम।
The use of tricks to deceive someone (usually to extract money from them).
ଅର୍ଥ : କାହାକୁ ପ୍ରତାରଣା କରି ନିଜର ସ୍ୱାର୍ଥପାଇଁ କରାଯାଇଥିବା କାମ
ଉଦାହରଣ : ସେ ଛଳନା କରି ପୂରା ସଂପତ୍ତିକୁ ନିଜ ନାମରେ କରାଇ ନେଲା ସେ ନିଜ ଛଳନାରେ କୃତକାର୍ଯ୍ୟ ହୋଇପାରିଲା ନାହିଁ
ସମକକ୍ଷ : ଛଳନା, ପ୍ରତାରଣା
वह काम जो किसी को धोखे में डाल कर कोई स्वार्थ साधने के लिए किया जाए।
The act of deceiving.
ସଂସ୍ଥାପନ କରନ୍ତୁ