ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛଳନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛଳନା   ବିଶେଷ୍ୟ

ଅର୍ଥ : କାହାରିଠାରୁ କୌଣସି କଥାଆଦି ଗୋପନ ରଖିବା କ୍ରିୟା ବା ଭାବ

ଉଦାହରଣ : ନିଜ ଲୋକଙ୍କ ଠାରେ କିଭଳି ଛଳନା କରାଯିବ?କପଟତା ବିନା ସେ ନିଜ କଥା କହି ବସିଲା

ସମକକ୍ଷ : କପଟତା, ଗୋପନତା, ସଂଗୋପନ

किसी से कोई बात आदि गुप्त रखने या छिपाने की क्रिया या भाव।

अपनों से दुराव कैसा?
बिना दुराव के वह अपनी बात कह बैठा।
अंतर्भाव, अन्तर्भाव, अपज्ञान, अपन्हुति, अपहर्ता, अपहार, अपह्नव, अपह्नुति, कपट, गोपन, चोरी, छद्म, छिपाव, छुपाव, तिरोधान, दुराव, परदा, पर्दा, पोशीदगी, लाग-लपेट, लागलपेट, संगोपन

The activity of keeping something secret.

concealing, concealment, hiding

ଅର୍ଥ : ନିଜକୁ ରକ୍ଷା କରିବାପାଇଁ କିମ୍ବା କୌଣସି ଉଦ୍ଦେଶ୍ୟ ହାସଲ କରିବାପାଇଁ ମିଛ କଥାବାର୍ତ୍ତା

ଉଦାହରଣ : ସେ ମୁଣ୍ଡ ବ୍ୟଥାର ବାହାନାକରି ସ୍କୁଲକୁ ଗଲାନାହିଁ

ସମକକ୍ଷ : ବାହାନା

अपना बचाव करने या कोई उद्देश्य सिद्ध करने के लिए कही हुई झूठी बात।

वह सरदर्द का बहाना बनाकर विद्यालय नहीं गया।
अपदेश, केवा, धंधला, बहाना, बात, मिस, हीला

A defense of some offensive behavior or some failure to keep a promise etc..

He kept finding excuses to stay.
Every day he had a new alibi for not getting a job.
His transparent self-justification was unacceptable.
alibi, exculpation, excuse, self-justification

ଅର୍ଥ : କାହାକୁ ପ୍ରତାରଣା କରି ନିଜର ସ୍ୱାର୍ଥପାଇଁ କରାଯାଇଥିବା କାମ

ଉଦାହରଣ : ସେ ଛଳନା କରି ପୂରା ସଂପତ୍ତିକୁ ନିଜ ନାମରେ କରାଇ ନେଲା ସେ ନିଜ ଛଳନାରେ କୃତକାର୍ଯ୍ୟ ହୋଇପାରିଲା ନାହିଁ

ସମକକ୍ଷ : ଠକାମି, ପ୍ରତାରଣା

The act of deceiving.

deceit, deception, dissembling, dissimulation

ଅର୍ଥ : ଯେଉଁ ଆଚରଣ ବା କାମଆଦିରେ ବାହ୍ୟ ଓ କୃତ୍ରିମ ଭାବ ରହିଥାଏ

ଉଦାହରଣ : ସନ୍ଥ କବୀର ଭଣ୍ଡତା ଉପରେ ତୀକ୍ଷ୍‌ଣ ବ୍ୟଙ୍ଗ କରିଛନ୍ତି

ସମକକ୍ଷ : କପଟତା, ଛଦ୍ମତା, ଛଳ କପଟ, ପ୍ରତାରଣା, ଭଣ୍ଡତା, ଶଠତା

Pretending that something is the case in order to make a good impression.

They try to keep up appearances.
That ceremony is just for show.
appearance, show