ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛଦ୍ମତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛଦ୍ମତା   ବିଶେଷ୍ୟ

ଅର୍ଥ : ଯେଉଁ ଆଚରଣ ବା କାମଆଦିରେ ବାହ୍ୟ ଓ କୃତ୍ରିମ ଭାବ ରହିଥାଏ

ଉଦାହରଣ : ସନ୍ଥ କବୀର ଭଣ୍ଡତା ଉପରେ ତୀକ୍ଷ୍‌ଣ ବ୍ୟଙ୍ଗ କରିଛନ୍ତି

ସମକକ୍ଷ : କପଟତା, ଛଳ କପଟ, ଛଳନା, ପ୍ରତାରଣା, ଭଣ୍ଡତା, ଶଠତା

Pretending that something is the case in order to make a good impression.

They try to keep up appearances.
That ceremony is just for show.
appearance, show