ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଣ୍ଡ   ବିଶେଷ୍ୟ

ଅର୍ଥ : ଗାଡ଼ିଆ ଭିତରେ ଥିବା ଖାଲ ଯେଉଁଥିରେ ମାଛ ଧରା ହୁଅନ୍ତି

ଉଦାହରଣ : ପିଲାଟି ବିମଳରେ ବୁଡ଼ିଗଲା

ସମକକ୍ଷ : ବିମଳ

ताल के बीच का गड्ढा जिसमें मछलियाँ पकड़ी जाती हैं।

लड़का अखड़ा में डूब गया।
अखड़ा, चँदवा, चंदवा

ଅର୍ଥ : କଲମୀ ଲଗାଇ ହୋଇପାରୁଥିବା ଗଛ

ଉଦାହରଣ : ଆମ୍ବ,ସପେଟା ଆଦି କଲମୀ ହୁଏ

ସମକକ୍ଷ : କଲମୀ

ऐसा वृक्ष जिसकी कलम लगाने से लग जाए।

आम,अमरूद आदि प्ररोहशाखी हैं।
प्ररोहशाखी

ଗଣ୍ଡ   କ୍ରିୟା ବିଶେଷଣ

ଅର୍ଥ : ଗଭୀରତାରେ

ଉଦାହରଣ : ସେ ପୋଖରୀର ଗଣ୍ଡକୁ ଚାଲିଗଲା

ସମକକ୍ଷ : ଗଭୀର

सतह से काफ़ी नीचे।

वह तालाब में गहरे चला गया।
गहराई में, गहरे

ଗଣ୍ଡ   ବିଶେଷଣ

ଅର୍ଥ : ଯାହା ପୂରା ଭଳି ବା ସଂପୂର୍ଣ୍ଣରୂପେ

ଉଦାହରଣ : ମହେଶ ନିପଟ ମୂର୍ଖଟିଏ

ସମକକ୍ଷ : ନିପଟ, ପକ୍କା, ପୂରା

जो पूरी तरह से हो या पूरा।

महेश पक्का मूर्ख है।
निरा, पक्का, परले दर्जे का, पूरा