ଅର୍ଥ : କଚ୍ଚାଘର ଇତ୍ୟାଦିରେ ମାଟି ଆଦିରେ ତିଆରି ହୋଇଥିବା କାନ୍ଥର ସମ୍ପୂର୍ଣ୍ଣ ଉପରି ଅଂଶ ଯାହା ଉପରେ ପବନ ଚକ୍ରି, କଡି ଆଦି ରଖାଯାଏ
ଉଦାହରଣ :
ଏହି ଘରର ପାଖ ବହୁତ ନୀଚା
ଅର୍ଥ : କୌଣସି ସ୍ଥାନ ବା ପଦାର୍ଥର ସେହି ଦୁଇ ପାଖ ବା କୋଣ ଯାହା ପରବର୍ତ୍ତି ବା ପୂର୍ବବର୍ତ୍ତିଠାରୁ ଭିନ୍ନ ହୋଇଥାଏ
ଉଦାହରଣ :
ପତ୍ରର ଅନ୍ୟ ପାର୍ଶ୍ୱ ହଳଦିଆ ହୋଇଥାଏ
ସମକକ୍ଷ : ପାର୍ଶ୍ୱ