ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିକଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିକଟ   ବିଶେଷଣ

ଅର୍ଥ : ପାଖର ବା ପାଖ ସମ୍ବନ୍ଧିତ

ଉଦାହରଣ : ଅତିଥି ପାଖ କୋଠରୀରେ ବସିଛନ୍ତି

ସମକକ୍ଷ : ପାଖ, ସଂଲଗ୍ନ

बगल का या बगल से संबंधित।

मेहमान बगली कमरे में बैठे हैं।
पार्श्व का, बगल का, बगली, बग़ली, बाजू का

Located on a side.

Side fences.
The side porch.
side

ଅର୍ଥ : ଯାହା ନିକଟକୁ ଆସିଛି

ଉଦାହରଣ : ଆସନ୍ନ ନିର୍ବାଚନକୁ ଧ୍ୟାନରେ ରଖି ନିର୍ବାଚନ କମିଶନ୍‌ ସୁରକ୍ଷାର କଡ଼ା ବ୍ୟବସ୍ଥା କରୁଛନ୍ତି

ସମକକ୍ଷ : ଆସନ୍ନ, ନିକଟବର୍ତ୍ତୀ

जो निकट आया हुआ हो।

आसन्न चुनाव को ध्यान में रखते हुए निर्वाचन आयोग सुरक्षा की कड़ी व्यवस्था कर रहा है।
आसन्न, सन्निकट