ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିକଟତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିକଟତା   ବିଶେଷ୍ୟ

ଅର୍ଥ : ନିକଟ ହେବାର ଅବସ୍ଥା ବା ଭାବ

ଉଦାହରଣ : ସ୍ଥାନର ନିକଟତା ବେଳେବେଳେ ମନରେ ମଧ୍ୟ ନିକଟତା ସୃଷ୍ଟି କରେ

ସମକକ୍ଷ : ପାଖ, ସମୀପତା

पास या निकट होने की अवस्था या भाव।

स्थान की नज़दीकी कभी-कभी दिलों में भी नज़दीकी ला देती है।
अभ्यागम, अव्यवधान, आसन्नता, ढिंग, तकरीब, तक़रीब, नजदीकी, नज़दीकी, निकटता, नैकट्य, समीपता, सानिध्य, सान्निध्य, सामीप्य

The property of being close together.

propinquity, proximity

ଅର୍ଥ : କାହାରି ଖୁବ ନିକଟରେ ହେବା ଅବସ୍ଥା ବା ଭାବ

ଉଦାହରଣ : ସେ ଦୁଇ ଜଣଙ୍କ ମଧ୍ୟରେ ବହୁତ ଘନିଷ୍ଠତା ଅଛି

ସମକକ୍ଷ : ଅତି ନିକଟତା, ଅତିଆତ୍ମୀୟତା, ଅନ୍ତରଙ୍ଗତା, ଘନିଷ୍ଠତା, ସନ୍ନିଧି, ସାନିଧ୍ୟତା

A feeling of being intimate and belonging together.

Their closeness grew as the night wore on.
closeness, intimacy