ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ସ୍ଥାନ ବା ପଦାର୍ଥର ସେହି ଦୁଇ ପାଖ ବା କୋଣ ଯାହା ପରବର୍ତ୍ତି ବା ପୂର୍ବବର୍ତ୍ତିଠାରୁ ଭିନ୍ନ ହୋଇଥାଏ
ଉଦାହରଣ : ପତ୍ରର ଅନ୍ୟ ପାର୍ଶ୍ୱ ହଳଦିଆ ହୋଇଥାଏ
ସମକକ୍ଷ : ପାଖ
किसी स्थान या पदार्थ के वे दोनों छोर या किनारे जो अगले या पिछले से भिन्न हों।
An extended outer surface of an object.
ଅର୍ଥ : କୌଣସି ବିଶେଷ ସ୍ଥିତିରେ ଡାହାଣ ବା ବାଁରେ ଥିବା ପରିସର
ଉଦାହରଣ : ଶ୍ୟାମ ମୋ କଡ଼ରେ ବସିଗଲା
ସମକକ୍ଷ : କଡ଼, ପାଖ
किसी विशेष स्थिति से दाहिने या बाएँ पड़ने वाला विस्तार।
A place within a region identified relative to a center or reference location.
ଅର୍ଥ : କାଖ ଓ ଅଣ୍ଟା ମଧ୍ୟ ଭାଗର ଯେଉଁ ସ୍ଥାନରେ ପଞ୍ଜରା ହାଡ଼ ଥାଏ
ଉଦାହରଣ : ସୀମା ତାର ସ୍ୱାମୀଙ୍କ ପାଖକୁ ଲାଗି ବସିଲା
काँख और कमर के बीच का वह भाग जहाँ पसलियाँ होती हैं।
The side between ribs and hipbone.
ଅର୍ଥ : ଅନ୍ୟ ସ୍ଥାନକୁ ଆଧାର କରି ଦର୍ଶାଇ ଦିଆଯାଉଥିବା ସ୍ଥାନ
ଉଦାହରଣ : ତାଙ୍କର ଘର ମନ୍ଦିରର ଡାହାଣ ପଟକୁ ପଡ଼ିବ
ସମକକ୍ଷ : ପଟ, ପାଖ
वह स्थान जिसे किसी अन्य स्थान आदि के आधार पर दर्शाया जाता हो।
ଅର୍ଥ : କୌଣସି ବସ୍ତୁ ବା ଶରୀରର ଡାହାଣ ବା ବାମ ଭାଗ
ଉଦାହରଣ : ଆପଣଙ୍କର କେଉଁ ପାର୍ଶ୍ୱରେ ଦରଜ ହେଉଛି?ଅର୍ଦ୍ଧନାରୀଶ୍ୱରର ଗୋଟିଏ ପାର୍ଶ୍ୱ ନାରୀର ତଥା ଅନ୍ୟଟି ପୁରୁଷର
ସମକକ୍ଷ : ତରଫ, ପାଖ, ସାଇଡ୍
किसी वस्तु या शरीर का दाहिना या बाँया भाग।
Either the left or right half of a body.
ସଂସ୍ଥାପନ କରନ୍ତୁ