ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଡ଼   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ ସ୍ଥିତିରେ ଡାହାଣ ବା ବାଁରେ ଥିବା ପରିସର

ଉଦାହରଣ : ଶ୍ୟାମ ମୋ କଡ଼ରେ ବସିଗଲା

ସମକକ୍ଷ : ପାଖ, ପାର୍ଶ୍ୱ

किसी विशेष स्थिति से दाहिने या बाएँ पड़ने वाला विस्तार।

श्याम मेरे बगल में बैठ गया।
पहल, पहलू, पार्श्व, बगल, बग़ल, बाज़ू, बाजू

A place within a region identified relative to a center or reference location.

They always sat on the right side of the church.
He never left my side.
side

ଅର୍ଥ : କାଖ ଓ ଅଣ୍ଟା ମଧ୍ୟ ଭାଗର ଯେଉଁ ସ୍ଥାନରେ ପଞ୍ଜରା ହାଡ଼ ଥାଏ

ଉଦାହରଣ : ସୀମା ତାର ସ୍ୱାମୀଙ୍କ ପାଖକୁ ଲାଗି ବସିଲା

ସମକକ୍ଷ : ପାଖ, ପାର୍ଶ୍ୱ

काँख और कमर के बीच का वह भाग जहाँ पसलियाँ होती हैं।

सीमा अपने पति के पहलू में सिमट गई।
पहल, पहलू, पार्श्व

The side between ribs and hipbone.

flank

ଅର୍ଥ : କୌଣସି ବସ୍ତୁର ସେହି ଭାଗ ଯେଉଁଠାରେ ତାହାର ଲମ୍ବ ବା ଓସାର ସମାପ୍ତ ହୋଇଥାଏ

ଉଦାହରଣ : ଏ ଥାଳିର ଫନ୍ଦ ବହୁତ ପତଳା

ସମକକ୍ଷ : ଉପାନ୍ତ, ପାଲି, ଫନ୍ଦ

किसी वस्तु का वह भाग जहाँ उसकी लम्बाई या चौड़ाई समाप्त होती है।

इस थाली का किनारा बहुत ही पतला है।
अवारी, आर, उपांत, किनार, किनारा, कोर, छोर, झालर, पालि, सिरा

The boundary of a surface.

border, edge

ଅର୍ଥ : ହାତ ବା କରପାଖଦେଇ ଶୋଇରହିବାର ସ୍ଥିତି ବା ମୁଦ୍ରା

ଉଦାହରଣ : ସେ ରାତି ତମାମ କଡ଼ ବଦଳାଉଥିଲା

हाथ या पार्श्व के बल लेटने की स्थिति या मुद्रा।

वह रात भर करवट बदलता रहा।
करवट