ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶପଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶପଥ   ବିଶେଷ୍ୟ

ଅର୍ଥ : କିଛି କରିବା ବା ନକରିବା ସମ୍ବନ୍ଧରେ ନିଶ୍ଚିତ ନିର୍ଣ୍ଣୟ

ଉଦାହରଣ : ଭୀଷ୍ମ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପ୍ରତିଜ୍ଞା କଲେ

ସମକକ୍ଷ : ନିଶ୍ଚୟ, ପଣ, ପ୍ରତିଜ୍ଞା

कुछ करने या न करने के संबंध में पक्का निश्चय।

भीष्म ने आजीवन ब्रह्मचर्य रहने की प्रतिज्ञा का पालन किया।
आन, परन, प्रण, प्रतिज्ञा, शंस

A verbal commitment by one person to another agreeing to do (or not to do) something in the future.

promise

ଅର୍ଥ : ଦୃଢ଼ଭାବରେ କିଛି କହିବା କ୍ରିୟା

ଉଦାହରଣ : ସେ ଗୋପନୀୟତାର ଶପଥକୁ ପୂରା ମାନିଛି

अपने कथन की सत्यता प्रमाणित करने के उद्देश्य से ईश्वर, देवता अथवा किसी पूज्य या अतिप्रिय व्यक्ति, वस्तु आदि की दुहाई देते हुए दृढ़तापूर्वक कही हुई बात।

तुम्हारी कसम पर मुझे विश्वास नहीं है।
अभिषंग, अभिषङ्ग, आन, कसम, क़सम, दिव्य, दुहाई, दोहाई, वाचा, शंस, शपथ, सौगंध, सौगन्ध

A solemn promise, usually invoking a divine witness, regarding your future acts or behavior.

They took an oath of allegiance.
oath

ଅର୍ଥ : ଭବିଷ୍ୟତରେ କୌଣସି ବିଶେଷ ଅନୁଚିତ କାର୍ଯ୍ୟ ନ କରିବାପାଇଁ ପ୍ରତିଜ୍ଞା

ଉଦାହରଣ : ସେ ମଦ ପିଇବନାହିଁ ବୋଲି ଶପଥ କରିଛି

ସମକକ୍ଷ : ପ୍ରତିଜ୍ଞା, ରାଣ

भविष्य में कोई विशेष अनुचित कार्य न करने की प्रतिज्ञा।

उसने शराब से तौबा कर ली।
तोबा, तौबा