ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିଜ୍ଞା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିଜ୍ଞା   ବିଶେଷ୍ୟ

ଅର୍ଥ : କିଛି କରିବା ବା ନକରିବା ସମ୍ବନ୍ଧରେ ନିଶ୍ଚିତ ନିର୍ଣ୍ଣୟ

ଉଦାହରଣ : ଭୀଷ୍ମ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପ୍ରତିଜ୍ଞା କଲେ

ସମକକ୍ଷ : ନିଶ୍ଚୟ, ପଣ, ଶପଥ

कुछ करने या न करने के संबंध में पक्का निश्चय।

भीष्म ने आजीवन ब्रह्मचर्य रहने की प्रतिज्ञा का पालन किया।
आन, परन, प्रण, प्रतिज्ञा, शंस

A verbal commitment by one person to another agreeing to do (or not to do) something in the future.

promise

ଅର୍ଥ : ଭବିଷ୍ୟତରେ କୌଣସି ବିଶେଷ ଅନୁଚିତ କାର୍ଯ୍ୟ ନ କରିବାପାଇଁ ପ୍ରତିଜ୍ଞା

ଉଦାହରଣ : ସେ ମଦ ପିଇବନାହିଁ ବୋଲି ଶପଥ କରିଛି

ସମକକ୍ଷ : ରାଣ, ଶପଥ

भविष्य में कोई विशेष अनुचित कार्य न करने की प्रतिज्ञा।

उसने शराब से तौबा कर ली।
तोबा, तौबा