ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପକେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପକେଇବା   ବିଶେଷ୍ୟ

ଅର୍ଥ : ପକେଇବା ପ୍ରକ୍ରିୟା

ଉଦାହରଣ : ଠିକାଦାର ଗୁଲବରରେ କାଠ ପକେଇବା ପାଇଁ ଜଣେ ଲୋକକୁ ଖୋଜୁଛି

ସମକକ୍ଷ : ପକାଇବା

झोंकवाने की क्रिया।

ठीकेदार गुलवर में लकड़ी की झोंकवाई के लिए एक आदमी खोज रहा है।
झोंकवाई

ପକେଇବା   କ୍ରିୟାପଦ

ଅର୍ଥ : ବାଜା ମୁହଁରେ ଚମଡ଼ା ଆଦି ଲଗାଇବା

ଉଦାହରଣ : ସେ ଢୋଲ ଉପରେ ନୂଆ ଚମଡ଼ା ଚଢ଼ଉଛି

ସମକକ୍ଷ : ଚଢ଼େଇବା, ବସେଇବା

बाजे के मुँह पर चमड़ा आदि लगाना।

वह ढोलक पर नया चमड़ा चढ़ा रहा है।
चढ़ाना, मढ़ना

ଅର୍ଥ : ଫିଙ୍ଗାହେବାକୁଥିବା ବସ୍ତୁକୁ ଦୂରେଇଦେବା ବା ଢ଼ାଳିଦେବା

ଉଦାହରଣ : ଅଳିଆ ଗଦାରେ ଅଳିଆ ପକାଯାଏ

ସମକକ୍ଷ : ଫୋପାଡ଼ିବା

झोंके से दूर हटाना या डालना।

उसने तेजी के साथ गेंद को फेंका।
कूड़ेदान में कचरा फेंकते हैं।
थ्रो करना, फेंकना

ଅର୍ଥ : ପ୍ରତିଯୋଗିତାରେ ପିଛାଡିବା

ଉଦାହରଣ : ଖେଳ ପ୍ରତିଯୋଗିତାରେ ସୌରଭ ବରୁଣକୁ ଦବେଇଦେଲା

ସମକକ୍ଷ : ଦବେଇବା, ପିଛାଡ଼ିବା, ଭାରି ପଡ଼ିବା

मुक़ाबले में मन्द या हल्का कर देना।

खेल प्रतियोगिता में सौरभ ने वरुण को दबाया।
दबाना, हावी होना