ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦବେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦବେଇବା   କ୍ରିୟାପଦ

ଅର୍ଥ : କାହା ଉପରେ କୌଣସି ଆଡ଼ୁ ଏହି ପ୍ରକାର ଜୋର ଦେବା ଯେମିତି ତାହା ପଛକୁ ଘୁଞ୍ଚିଯିବ

ଉଦାହରଣ : କମ୍ପ୍ୟୁଟର ଚଳାଇବାପାଇଁ ଗୁଲୁ ତାର ବଟନ ଦବେଇଲା

ସମକକ୍ଷ : ଚିପିବା

किसी पर किसी ओर से इस प्रकार ज़ोर पहुँचाना कि उसे पीछे हटना पड़े।

कम्प्यूटर चालू करने के लिए गोलू ने उसका बटन दबाया।
दबाना

Exert pressure or force to or upon.

He pressed down on the boards.
Press your thumb on this spot.
press

ଅର୍ଥ : କାହା ଉପରେ ଏପରି ଜୋର ଦେବା ଯେ ସେ କିଛି କରିପାରିବ ନାହିଁ

ଉଦାହରଣ : ଗୁଣ୍ଡାମାନେ ସମଗ୍ର ବସ୍ତିକୁ ଡରେଇ ଧମକେଇ କରି ଦବେଇଲେ

किसी पर ऐसा ज़ोर पहुँचाना कि वह कुछ न कर सके।

गुंडों ने सारी बस्ती को डरा-धमका कर दबाया।
दबाना

Come down on or keep down by unjust use of one's authority.

The government oppresses political activists.
crush, oppress, suppress

ଅର୍ଥ : ପ୍ରତିଯୋଗିତାରେ ପିଛାଡିବା

ଉଦାହରଣ : ଖେଳ ପ୍ରତିଯୋଗିତାରେ ସୌରଭ ବରୁଣକୁ ଦବେଇଦେଲା

ସମକକ୍ଷ : ପକେଇବା, ପିଛାଡ଼ିବା, ଭାରି ପଡ଼ିବା

मुक़ाबले में मन्द या हल्का कर देना।

खेल प्रतियोगिता में सौरभ ने वरुण को दबाया।
दबाना, हावी होना

ଅର୍ଥ : ବଢ଼ୁଥିବା ବେଗ, ବିରୋଧ ଆଦିକୁ ଦମନ କରିବା

ଉଦାହରଣ : ପୋଲିସ ହରତାଳକାରୀମାନଙ୍କୁ ଲାଠି ଚାର୍ଜ କରି ଦବେଇଲେ

ସମକକ୍ଷ : ଚପେଇଦେବା, ପ୍ରସମିତ କରିବା, ଶାନ୍ତ କରିବା

ଅର୍ଥ : ଉପର ଭାଗରେ ଏହି ପ୍ରକାର ଭାର ରଖିବା, ଯେମିତି କୌଣସି ଜିନିଷ ତଳକୁ ଦବିବ ବା ଏପଟସେପଟ ହୋଇ ପାରିବ ନାହିଁ

ଉଦାହରଣ : ଛେନାର ମୁଣ୍ଡା ତିଆରି କରିବାପାଇଁ ତାକୁ କନାରେ ବାନ୍ଧିକି ଶିଳ ତଳେ ଦବାଯାଏ

ସମକକ୍ଷ : ଚାପିବା, ମଡ଼େଇବା

ऊपर से इस प्रकार भार रखना, जिससे कोई चीज़ नीचे की ओर धँसे या इधर-उधर हट न सके।

पनीर का थक्का बनाने के लिए उसे कपड़े में बाँधकर बट्टे के नीचे दबाया है।
चाँपना, चापना, दबाना

Exert pressure or force to or upon.

He pressed down on the boards.
Press your thumb on this spot.
press