ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୋପାଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫୋପାଡ଼ିବା   କ୍ରିୟାପଦ

ଅର୍ଥ : ଶୂନ୍ୟକୁ ଫୋଫାଡିବା

ଉଦାହରଣ : ମୋହନ ଶ୍ୟାମଆଡ଼କୁ ବଲ୍‌ ପକେଇଲା

ସମକକ୍ଷ : ପାଶୁପତପକେଇବା

हवा में फेंकना।

मोहन ने गेंद को श्याम की तरफ उछाला।
उचकाना, उछारना, उछालना, ऊपर उछालना, फेंकना

Propel through the air.

Throw a frisbee.
throw

ଅର୍ଥ : ଫିଙ୍ଗାହେବାକୁଥିବା ବସ୍ତୁକୁ ଦୂରେଇଦେବା ବା ଢ଼ାଳିଦେବା

ଉଦାହରଣ : ଅଳିଆ ଗଦାରେ ଅଳିଆ ପକାଯାଏ

ସମକକ୍ଷ : ପକେଇବା

झोंके से दूर हटाना या डालना।

उसने तेजी के साथ गेंद को फेंका।
कूड़ेदान में कचरा फेंकते हैं।
थ्रो करना, फेंकना

ଅର୍ଥ : କୌଣସି କଥା ଆଦିକୁ ଲୋକଲୋଚନକୁ ଆଣିବା

ଉଦାହରଣ : ଆଜିକାଲି ସବୁ ପତ୍ରପତ୍ରିକା ନେତାମାନଙ୍କର ନୂଆନୂଆ କାଣ୍ଡକାରଖାନାକୁ ଚକ୍ଷୁ ସମ୍ମୁଖରେ ନିକ୍ଷେପ କରୁଛନ୍ତି

ସମକକ୍ଷ : ନିକ୍ଷେପ କରିବା, ଫିଙ୍ଗିବା

किसी बात आदि को प्रकाश में लाना।

आए दिन पत्र-पत्रिकाएँ नेताओं के नए-नए कारनामें उछालती हैं।
उचालना, उछारना, उछालना