ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନବ   ବିଶେଷଣ

ଅର୍ଥ : ଯାହା କିଛି ଦିନ ପୂର୍ବେ ତିଆରି ହୋଇଛି, ବାହାରିଛି ବା ପ୍ରସ୍ତୁତ ହୋଇଛି

ଉଦାହରଣ : ବୈଜ୍ଞାନିକ କ୍ଷେତ୍ରରେ ରୋବୋଟ୍‌ର ନିର୍ମାଣ ନୂଆ

ସମକକ୍ଷ : ଅଭିନବ, ନବୀନ, ନୂଆ, ନୂତନ

जिसे बने, निकले या प्रस्तुत हुए थोड़े ही दिन हुए हों।

वैज्ञानिक क्षेत्र में रोबोट का निर्माण नया है।
अभिनव, अयातयाम, अव्याहत, आधुनिक, नया, नया नवेला, नया-नवेला, नव, नवीन, नूतन, न्यू, शारद, हाल का

Original and of a kind not seen before.

The computer produced a completely novel proof of a well-known theorem.
fresh, new, novel

ଅର୍ଥ : ଆଠ ଏବଂ ଏକ

ଉଦାହରଣ : ଏହି କଲମର ଦାମ ନଅ ଟଙ୍କା

ସମକକ୍ଷ : 9, , ନଅ,

आठ और एक।

इस कलम की कीमत नौ रुपये है।
9, IX, नव, नौ,

Denoting a quantity consisting of one more than eight and one less than ten.

9, ix, nine