ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏବେ ପ୍ରସ୍ତୁତ ହୋଇଥିବା ବା ଯାହା ଏବେକାର
ଉଦାହରଣ : ଶ୍ୟାମ ପ୍ରତିଦିନ ଗରମାଗରମ ଭୋଜନ କରେ
ସମକକ୍ଷ : ଗରମାଗରମ, ତଟକା
बिलकुल ताजा या जो हाल का हो।
Recently made, produced, or harvested.
ଅର୍ଥ : ଯାହା ଏବେ ତିଆରି ହୋଇଛି, ପ୍ରସ୍ତୁତ ହୋଇଛି ବା ବିଦିତ ହୋଇଛି
ଉଦାହରଣ : ଏବେ ଆମେ ଆପଣଙ୍କୁ ନବୀନତମ ଉପଲବ୍ଧି ସମ୍ପର୍କରେ ଅବଗତ କରାଇବୁ
ସମକକ୍ଷ : ନବୀନତମ, ନୂଆ, ନୂତନ
जो अभी बना, निकला, प्रस्तुत या विदित हुआ हो।
ଅର୍ଥ : ଯାହା ମ୍ଳାନ ବା ସତେଜ ନୁହେଁ
ଉଦାହରଣ : ସୀତା ମନ୍ଦିରରେ ତାଜା ଫୁଲ ଚଢ଼ାଉଛି
ସମକକ୍ଷ : ଅମ୍ଳାନ, ସଜ
जो म्लान या कुम्हलाया न हो।
ଅର୍ଥ : ସଙ୍ଗେ ସଙ୍ଗେ ବାହାର କରାଯାଇଥିବା
ଉଦାହରଣ : ରହିମ୍ ପ୍ରତିଦିନ ତାଜା ଛେଳି କ୍ଷୀର ପିଏ
तुरंत निकाला हुआ।
ସଂସ୍ଥାପନ କରନ୍ତୁ