ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଶ୍ୱର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଶ୍ୱର   ବିଶେଷଣ

ଅର୍ଥ : ଯାହା ବିନାଶ ବା ବିଧ୍ୱଂସ ଯୋଗ୍ୟ

ଉଦାହରଣ : ବିନାଶଶୀଳ ବସ୍ତୁଗୁଡ଼ିକୁ ଯେତେ ସମ୍ଭାଳିଲେ ବି ଦିନେ ସେଗୁଡ଼ିକର ବିନାଶ ହେବ

ସମକକ୍ଷ : ଧ୍ୱଂସଶୀଳ, ବିନଷ୍ଟ, ବିନାଶଧର୍ମୀ, ବିନାଶଶୀଳ

जो नाश या विध्वंस के योग्य हो।

नाश्य वस्तुओं को कितना भी संभालो, एकदिन उनका नाश होना ही है।
ध्वंसनीय, ध्वंस्य, नाश्य, विध्वंसनीय, विनाश्य

Capable of being destroyed.

destroyable

ଅର୍ଥ : ଯାହା ନଷ୍ଟ ହୋଇଯାଏ

ଉଦାହରଣ : ଏ ଶରୀର ନଶ୍ୱର

ସମକକ୍ଷ : କ୍ଷଣସ୍ଥାୟୀ, ବିନାଶୀ, ଭଙ୍ଗୁର, ମୃତ୍ୟୁଶୀଳ

Subject to death.

Mortal beings.
mortal

ଅର୍ଥ : ଯାହା ସହଜରେ ଭାଙ୍ଗିଯାଏ

ଉଦାହରଣ : କାଚ ଭଙ୍ଗୁର

ସମକକ୍ଷ : ନଷ୍ଟଶୀଳ, ଭଙ୍ଗୁର

जो आसानी से टूट जाता हो।

काँच भंगुर होता है।
भंगुर

Capable of being broken or damaged.

Earthenware pottery is breakable.
Breakable articles should be packed carefully.
breakable