ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧ୍ୱଂସଶୀଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧ୍ୱଂସଶୀଳ   ବିଶେଷଣ

ଅର୍ଥ : ଯାହା ବିନାଶ ବା ବିଧ୍ୱଂସ ଯୋଗ୍ୟ

ଉଦାହରଣ : ବିନାଶଶୀଳ ବସ୍ତୁଗୁଡ଼ିକୁ ଯେତେ ସମ୍ଭାଳିଲେ ବି ଦିନେ ସେଗୁଡ଼ିକର ବିନାଶ ହେବ

ସମକକ୍ଷ : ନଶ୍ୱର, ବିନଷ୍ଟ, ବିନାଶଧର୍ମୀ, ବିନାଶଶୀଳ

जो नाश या विध्वंस के योग्य हो।

नाश्य वस्तुओं को कितना भी संभालो, एकदिन उनका नाश होना ही है।
ध्वंसनीय, ध्वंस्य, नाश्य, विध्वंसनीय, विनाश्य

Capable of being destroyed.

destroyable