ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିନାଶଶୀଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିନାଶଶୀଳ   ବିଶେଷଣ

ଅର୍ଥ : ଯାହା ବିନାଶ ବା ବିଧ୍ୱଂସ ଯୋଗ୍ୟ

ଉଦାହରଣ : ବିନାଶଶୀଳ ବସ୍ତୁଗୁଡ଼ିକୁ ଯେତେ ସମ୍ଭାଳିଲେ ବି ଦିନେ ସେଗୁଡ଼ିକର ବିନାଶ ହେବ

ସମକକ୍ଷ : ଧ୍ୱଂସଶୀଳ, ନଶ୍ୱର, ବିନଷ୍ଟ, ବିନାଶଧର୍ମୀ

जो नाश या विध्वंस के योग्य हो।

नाश्य वस्तुओं को कितना भी संभालो, एकदिन उनका नाश होना ही है।
ध्वंसनीय, ध्वंस्य, नाश्य, विध्वंसनीय, विनाश्य

Capable of being destroyed.

destroyable

ଅର୍ଥ : ଯେ ଧ୍ୱଂସ କରେ

ଉଦାହରଣ : ବାରୁଦ ଏକ ଧ୍ୱଂସକାରୀ ବସ୍ତୁ

ସମକକ୍ଷ : ଧ୍ୱଂସକାରୀ, ଧ୍ୱଂସୀ

जो ध्वस्त करे।

बारूद एक प्रध्वंसक वस्तु है।
ध्वंसक, ध्वंसकारी, प्रध्वंसक

Causing destruction or much damage.

A policy that is destructive to the economy.
Destructive criticism.
destructive