ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିନାଶୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିନାଶୀ   ବିଶେଷ୍ୟ

ଅର୍ଥ : ବିନାଶ କରୁଥିବା ବ୍ୟକ୍ତି

ଉଦାହରଣ : ଭଗବାନ ଶଙ୍କରଙ୍କୁ ସୃଷ୍ଟିର ବିନାଶକ କୁହାଯାଏ

ସମକକ୍ଷ : ଧ୍ୱଂସକର୍ତ୍ତା, ନାଶକ, ବିନାଶକ, ସଂହାରକ

विनाश करने वाला व्यक्ति।

शंकर भगवान को सृष्टि का विनाशक कहा जाता है।
अपघातक, अपघाती, नाशक, नाशी, विनायक, विनाशक, विनाशी, संहारक

A person who destroys or ruins or lays waste to.

A destroyer of the environment.
Jealousy was his undoer.
Uprooters of gravestones.
destroyer, ruiner, undoer, uprooter, waster

ବିନାଶୀ   ବିଶେଷଣ

ଅର୍ଥ : ଯାହା ନଷ୍ଟ ହୋଇଯାଏ

ଉଦାହରଣ : ଏ ଶରୀର ନଶ୍ୱର

ସମକକ୍ଷ : କ୍ଷଣସ୍ଥାୟୀ, ନଶ୍ୱର, ଭଙ୍ଗୁର, ମୃତ୍ୟୁଶୀଳ

Subject to death.

Mortal beings.
mortal

ଅର୍ଥ : ଯେ ନାଶ କରେ

ଉଦାହରଣ : ଚାଷୀ ବିଲରେ କୀଟନାଶକ ଔଷଧ ପକଉଛି ଭଗବାନ ବିଘ୍ନ ବିନାଶକ

ସମକକ୍ଷ : ନାଶକ, ନାଶୀ, ବିନାଶକ, ବିନାଶକାରକ, ବିନାଶକାରୀ, ବିଲୋପକ

जो नाश करता हो।

किसान खेत में कीट नाशक दवा छिड़क रहा है।
भगवान विघ्न विनायक हैं।
अपध्वंसी, अपह, अपाय, घालक, तबाहकुन, नाशक, नाशन, नाशी, प्रलयकर, प्रलयकारी, विध्वंसक, विनायक, विनाश कारक, विनाशक, विनाशकारक, विनाशकारी, विनाशी, विलोपक, स्नेहन

Causing destruction or much damage.

A policy that is destructive to the economy.
Destructive criticism.
destructive