ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଙ୍ଗୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଙ୍ଗୁର   ବିଶେଷ୍ୟ

ଅର୍ଥ : ଭାଙ୍ଗିଯିବାର କ୍ରିୟା ବା ଭାବ

ଉଦାହରଣ : ଭଙ୍ଗୁର କାରଣରୁ ମୁଁ ମାଟିପାତ୍ର ଜିନିଷକୁ ଯତ୍ନ ସହକାରେ ରଖୁଛି

टूटने की क्रिया या भाव।

टूटने से बचाने के लिए मैं मिट्टी के बर्तनों को संभालकर रखती हूँ।
टूट, टूटना, भंग, भङ्ग

The act of breaking something.

The breakage was unavoidable.
break, breakage, breaking

ଭଙ୍ଗୁର   ବିଶେଷଣ

ଅର୍ଥ : ଯାହା ନଷ୍ଟ ହୋଇଯାଏ

ଉଦାହରଣ : ଏ ଶରୀର ନଶ୍ୱର

ସମକକ୍ଷ : କ୍ଷଣସ୍ଥାୟୀ, ନଶ୍ୱର, ବିନାଶୀ, ମୃତ୍ୟୁଶୀଳ

Subject to death.

Mortal beings.
mortal

ଅର୍ଥ : ଯାହା ସହଜରେ ଭାଙ୍ଗିଯାଏ

ଉଦାହରଣ : କାଚ ଭଙ୍ଗୁର

ସମକକ୍ଷ : ନଶ୍ୱର, ନଷ୍ଟଶୀଳ

जो आसानी से टूट जाता हो।

काँच भंगुर होता है।
भंगुर

Capable of being broken or damaged.

Earthenware pottery is breakable.
Breakable articles should be packed carefully.
breakable