ଅର୍ଥ : କୌଣସି ଶବ୍ଦ, ବାକ୍ୟ, ଲେଖା ଆଦିକୁ ଦେଖି ସେଗୁଡ଼ିକୁ ଆକ୍ଷରିକଭାବେ ଲେଖିବାର ପ୍ରକ୍ରିୟା
ଉଦାହରଣ :
ଶିକ୍ଷକ ଦୁଇଜଣ ପରୀକ୍ଷାର୍ଥୀଙ୍କୁ କପି କଲାବେଳେ ଧରିଲେ
ସମକକ୍ଷ : କପି
ଅର୍ଥ : କାହାର ହାବଭାବ ଅଥବା କଥାବାର୍ତ୍ତାର ଭଲରେ କରାଯାଉଥିବା ଅନୁକରଣ
ଉଦାହରଣ :
ଛୋଟପିଲା ନିଜ ଜେଜେଙ୍କ ଅନୁକରଣ କରୁଛି
ସମକକ୍ଷ : ଅନୁକରଣ
ଅର୍ଥ : ଯେଉଁ କାଗଜ ଉପରେ କୌଣସି ଲେଖା ବା ବିବରଣ ଉତୁରା ଯାଇଥାଏ
ଉଦାହରଣ :
ବୋର୍ଡ଼ ପରୀକ୍ଷାରେ ନକଲ କରିବାପାଇଁ ପିଲାମାନେ କପି ତିଆରି କରୁଛନ୍ତି
ସମକକ୍ଷ : କପି