ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁକରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁକରଣ   ବିଶେଷ୍ୟ

ଅର୍ଥ : କାହାର ହାବଭାବ ଅଥବା କଥାବାର୍ତ୍ତାର ଭଲରେ କରାଯାଉଥିବା ଅନୁକରଣ

ଉଦାହରଣ : ଛୋଟପିଲା ନିଜ ଜେଜେଙ୍କ ଅନୁକରଣ କରୁଛି

ସମକକ୍ଷ : ନକଲ

किसी के हाव-भाव, रहन-सहन, वेश-भूषा, बात-चीत आदि का भली-भाँति किया जाने वाला अभिनयात्मक अनुकरण जो उसका उपहास करने अथवा लोगों का मनोरंजन करने के लिए किया जाय।

छोटे बच्चों द्वारा की गई बड़ों की नकल अच्छी लगती है।
नकल, नक़ल

A representation of a person that is exaggerated for comic effect.

caricature, imitation, impersonation

ଅର୍ଥ : ଅନ୍ୟକୁ କିଛି କାମ କରିବା ଦେଖି ଠିକ୍ ସେପରି ସେହି କାମ କରିବାର ପ୍ରକ୍ରିୟା

ଉଦାହରଣ : ପିଲାମାନେ ବହୁତ ଅନୁକରଣ କରିପାରନ୍ତି

दूसरे को कोई काम करते देखकर ठीक उसी तरीके से वह काम करने की क्रिया।

बच्चे बहुत देखादेखी करते हैं।
देखा-देखी, देखादेखी

ଅର୍ଥ : ଦେଖାଦେଖିରେ କରାଯାଉଥିବା କାର୍ଯ୍ୟ

ଉଦାହରଣ : ଭଲ ଲୋକଙ୍କ ଅନୁକରଣ କରିବା ଉଚିତ୍‌

ସମକକ୍ଷ : ଅନୁଗମନ, ଅନୁସରଣ, ନକଲ

देखा-देखी किया जानेवाला कार्य।

अच्छे लोगों की अच्छी आदतों का अनुकरण उचित है।
अनुकरण, अनुकार, अनुक्रिया, अनुगति, अनुगम, अनुगमन, अनुबंध, अनुबन्ध, अनुवर्तन, अनुसरण, अनुसार, अनुसृति, अनुहरण, नकल, नक़ल

The act of imitating the behavior of some situation or some process by means of something suitably analogous (especially for the purpose of study or personnel training).

simulation