ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁଗମନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁଗମନ   ବିଶେଷ୍ୟ

ଅର୍ଥ : କାହାରି ପଛେ ପଛେ ଚାଲିବା କ୍ରିୟା

ଉଦାହରଣ : ଶ୍ୟାମ ନିଜ ପିତାଙ୍କର ଅନୁଗମନ କରୁଛି

ସମକକ୍ଷ : ଅନୁକ୍ରମଣ, ଅନୁଗତି, ଅନୁପାଳନ, ଅନୁସରଣ, ଅନୁସୃତି

किसी के पीछे-पीछे चलने की क्रिया।

पिता ने पुत्र को अनुगमन की आज्ञा दी।
अनुगति, अनुगम, अनुगमन, अनुयायन, अनुसरण, पैरवी

The act of pursuing in an effort to overtake or capture.

The culprit started to run and the cop took off in pursuit.
chase, following, pursual, pursuit

ଅର୍ଥ : କାହା ପଛରେ ଲାଗି ରହିବା କ୍ରିୟା

ଉଦାହରଣ : ପୋଲିସ ଚୋରର ପିଛାକରି ତାକୁ ଧରିଲା

ସମକକ୍ଷ : ପିଛା

किसी के पीछे लगे रहने की क्रिया।

सिपाही ने चोर का पीछा किया और उसे धर दबोचा।
पीछा

The act of pursuing in an effort to overtake or capture.

The culprit started to run and the cop took off in pursuit.
chase, following, pursual, pursuit

ଅର୍ଥ : ସମାନ ଆଚରଣ

ଉଦାହରଣ : ତୁମେ ତାର ଅନୁଗମନ କରିବା ଉଚିତ ନୁହେଁ

समान आचरण।

तुम्हें उसका अनुगमन नहीं करना चाहिए।
अनुगम, अनुगमन

ଅର୍ଥ : ଦେଖାଦେଖିରେ କରାଯାଉଥିବା କାର୍ଯ୍ୟ

ଉଦାହରଣ : ଭଲ ଲୋକଙ୍କ ଅନୁକରଣ କରିବା ଉଚିତ୍‌

ସମକକ୍ଷ : ଅନୁକରଣ, ଅନୁସରଣ, ନକଲ

देखा-देखी किया जानेवाला कार्य।

अच्छे लोगों की अच्छी आदतों का अनुकरण उचित है।
अनुकरण, अनुकार, अनुक्रिया, अनुगति, अनुगम, अनुगमन, अनुबंध, अनुबन्ध, अनुवर्तन, अनुसरण, अनुसार, अनुसृति, अनुहरण, नकल, नक़ल

The act of imitating the behavior of some situation or some process by means of something suitably analogous (especially for the purpose of study or personnel training).

simulation

ଅର୍ଥ : ମୃତ ପତି ସହିତ ବିଧବାର ସତୀ ହେବାର କ୍ରିୟା

ଉଦାହରଣ : ଆଜି ବି କେତେକ ସ୍ଥାନରେ ସ୍ତ୍ରୀମାନଙ୍କୁ ଅନୁଗମନ ନିମନ୍ତେ ବାଧ୍ୟ କରା ଯାଉଛି

विधवा का मृत पति के साथ-साथ सती होने की क्रिया।

आज भी कुछ जगहों पर औरतों को अनुगमन के लिए बाध्य किया जाता है।
अनुगम, अनुगमन, सहमरण

The act of a Hindu widow willingly cremating herself on the funeral pyre of her dead husband.

suttee