ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କପି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କପି   ବିଶେଷ୍ୟ

ଅର୍ଥ : ଛୋଟ ଲାଞ୍ଜଥିବା ବା ନଥିବା ପ୍ରାଇମେଟ ଯାହା ମାଙ୍କଡ଼ ପରି

ଉଦାହରଣ : କପି ଏବଂ ମାଙ୍କଡ଼ ଦୁଇଟି ଅଲଗା ଜାତିର ଅଟନ୍ତି

ସମକକ୍ଷ : ଏପ, ବାନର

बंदर जैसा वह प्राइमेट जिसमें पूँछ नहीं होती या होती भी है तो बहुत छोटी।

कपि और बंदर दो अलग जातियाँ हैं।
एप, कपि, वानर

Any placental mammal of the order Primates. Has good eyesight and flexible hands and feet.

primate

ଅର୍ଥ : କୌଣସି ଶବ୍ଦ, ବାକ୍ୟ, ଲେଖା ଆଦିକୁ ଦେଖି ସେଗୁଡ଼ିକୁ ଆକ୍ଷରିକଭାବେ ଲେଖିବାର ପ୍ରକ୍ରିୟା

ଉଦାହରଣ : ଶିକ୍ଷକ ଦୁଇଜଣ ପରୀକ୍ଷାର୍ଥୀଙ୍କୁ କପି କଲାବେଳେ ଧରିଲେ

ସମକକ୍ଷ : ନକଲ

किसी शब्द, वाक्य, लेख आदि को देखकर उसे अक्षरशः लिखने की क्रिया।

शिक्षक ने परीक्षार्थियों को नकल से बचने के लिए कहा।
कापी, कॉपी, नकल, नक़ल

ଅର୍ଥ : ବୃକ୍ଷ ଉପରେ ରହୁଥିବା ଏକ ଚଞ୍ଚଳ ସ୍ତନ୍ୟପାୟୀ ଚତୁସ୍ପଦ ପ୍ରାଣୀ

ଉଦାହରଣ : ଭାରତରେ ବହୁତ ଜାତିର ମାଙ୍କଡ଼ ଦେଖିବାକୁ ମିଳନ୍ତି

ସମକକ୍ଷ : ବାନର, ମର୍କଟ, ମାଙ୍କଡ଼

वृक्षों पर रहने वाला एक चंचल स्तनपायी चौपाया।

भारत में बंदरों की कई जातियाँ पाई जाती हैं।
कपि, कीश, तरुमृग, दिव्य चक्षु, दिव्य-चक्षु, दिव्यचक्षु, पारावत, बंदर, बन्दर, बानर, मर्कट, मर्कटक, माठू, लांगुली, वानर, विटपीमृग, शाखामृग, शाला-वृक, शालावृक, हरि

Any of various long-tailed primates (excluding the prosimians).

monkey

ଅର୍ଥ : ପୁସ୍ତକ ବା ସମାଚାର ପତ୍ରର ନକଲ

ଉଦାହରଣ : ପ୍ରତିଦିନ ସମଚାର ପତ୍ରର କେତେ ହଜାର କପି ବିକ୍ରି ହୋଇଥାଏ

पुस्तक या समाचार-पत्र की नकल।

प्रतिदिन समाचार पत्रों की कई हज़ार प्रतियाँ बिकती हैं।
कापी, कॉपी, प्रति

ଅର୍ଥ : ଯେଉଁ କାଗଜ ଉପରେ କୌଣସି ଲେଖା ବା ବିବରଣ ଉତୁରା ଯାଇଥାଏ

ଉଦାହରଣ : ବୋର୍ଡ଼ ପରୀକ୍ଷାରେ ନକଲ କରିବାପାଇଁ ପିଲାମାନେ କପି ତିଆରି କରୁଛନ୍ତି

ସମକକ୍ଷ : ନକଲ

वह काग़ज़ जिस पर कोई लेख या विवरण आदि लिखा हो।

बोर्ड परीक्षा में नकल करने के लिए बच्चे खर्रा बना रहे हैं।
खर्रा, ख़र्रा

A small sheet of paper.

A receipt slip.
A withdrawal slip.
slip, slip of paper