ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିତ୍ତ   ବିଶେଷ୍ୟ

ଅର୍ଥ : ଦବା-ନବାଆଦି ବିଶେଷ କାର୍ଯ୍ୟପାଇଁ ଦେୟ ବା ପ୍ରାପ୍ୟ ଧନ

ଉଦାହରଣ : ବ୍ୟାଙ୍କଦ୍ୱାରା ଆପଣ ଏପର୍ଯ୍ୟନ୍ତ କେତେ ପରିମାଣର ଧନ ପ୍ରାପ୍ତ ହୋଇଛନ୍ତି?

ସମକକ୍ଷ : ଧନରାଶି, ପରିମାଣ

रुपए-पैसे की मात्रा।

बैंक द्वारा अभी तक आपको कितनी धन राशि प्राप्त हुई है।
धन राशि, धनराशि, रकम, रक़म, राशि

A quantity of money.

He borrowed a large sum.
The amount he had in cash was insufficient.
amount, amount of money, sum, sum of money

ଅର୍ଥ : ଟଙ୍କା-ପଇସା, ସୁନା-ରୂପା,ଜମି-ଜମା ଇତ୍ୟାଦି

ଉଦାହରଣ : ଧନ-ଦୌଲତର ଉପଯୋଗ ଭଲ କାମରେ କରାଯିବା ଆବଶ୍ୟକ

ସମକକ୍ଷ : ଅର୍ଥ, ଟଙ୍କା ପଇସା, ଦୌଲତ, ଧନ, ଧନ-ଦୌଲତ, ବିଭବ, ବୈଭବ

सोना-चाँदी, ज़मीन-जायदाद आदि संम्पत्ति जिसकी गिनती पैसे के रूप में होती है।

धन-दौलत का उपयोग अच्छे कार्यों में ही करना चाहिए।
अरथ, अर्थ, अर्बदर्ब, इकबाल, इक़बाल, इशरत, कंचन, जमा, ज़र, दत्र, दौलत, द्रव्य, धन, धन-दौलत, नियामत, नेमत, पैसा, माल, रुपया-पैसा, लक्ष्मी, वित्त, विभव, वैभव, शुक्र, शेव

Wealth reckoned in terms of money.

All his money is in real estate.
money