ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାଠାରେ ବଳ ବା ଶକ୍ତି ନ ଥାଏ
ଉଦାହରଣ : ସେ କେବଳ ଦୁର୍ବଳ ଲୋକଙ୍କୁ ଆଖି ଦେଖାଏ
ସମକକ୍ଷ : କମଯୋର, ବଳହୀନ, ଶକ୍ତିହୀନ
वह जिसमें बल या शक्ति न हो।
A person who is physically weak and ineffectual.
ଅର୍ଥ : ଶରୀରର ଗଣ୍ଠି ବା ଉଦ୍ବେଗ ଯୋଗୁଁ ପୀଡ଼ା ଜାତ ହେବା(ବିଶେଷକରି ହାଡ଼ ଓ ଖଞ୍ଜାରେ )
ଉଦାହରଣ : ସର୍ଦ୍ଦି-ଥଣ୍ଡା, ଜରଆଦିରେ ଶରୀର ଦୁର୍ବଳହୁଏ
ସମକକ୍ଷ : ଭାଙ୍ଗିବା
शरीर में ऐंठन या तनाव लिए हुए पीड़ा होना (विशेषकर हड्डियों एवं जोड़ों में)।
Feel physical pain.
ଅର୍ଥ : ସୂତା ଭଳି ଦୁର୍ବଳ ଓ ପତଳା
ଉଦାହରଣ : ନହନହକା ଶ୍ରମିକଜଣକ ବୋଝ ନେଇ ଚାଲି ପାରୁ ନଥିଲା
ସମକକ୍ଷ : ନହନହକା, ପତଳା
ताँत के समान दुबला-पतला।
Tall and thin and having long slender limbs.
ଅର୍ଥ : ଯିଏ ଦୃଢ଼ ନୁହେଁ
ଉଦାହରଣ : କମଜୋର ବସ୍ତୁ ସହଜରେ ଭାଙ୍ଗିଯାଏ
ସମକକ୍ଷ : କମଜୋର
जो दृढ़ न हो।
Easily broken or damaged or destroyed.
ଅର୍ଥ : କ୍ଷୀଣକାୟ ଶରୀର
ଉଦାହରଣ : ରୋଗରେ ପଡ଼ି ସେ ବହୁତ ଦୁର୍ବଳ ହୋଇଯାଇଛି
ସମକକ୍ଷ : କ୍ଷୀଣ, ପତଳା
शरीर से क्षीण।
Lacking excess flesh.
ଅର୍ଥ : ଅତି ପତଳା(ଶରୀର)
ଉଦାହରଣ : ସୂରଜ ଦୁର୍ବଳମୁହାଁ ସୁନ୍ଦର ଯୁବକ
दुबला-पतला (शरीर)।
Being of delicate or slender build.
ସଂସ୍ଥାପନ କରନ୍ତୁ