ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଳହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଳହୀନ   ବିଶେଷ୍ୟ

ଅର୍ଥ : ଯାହାଠାରେ ବଳ ବା ଶକ୍ତି ନ ଥାଏ

ଉଦାହରଣ : ସେ କେବଳ ଦୁର୍ବଳ ଲୋକଙ୍କୁ ଆଖି ଦେଖାଏ

ସମକକ୍ଷ : କମଯୋର, ଦୁର୍ବଳ, ଶକ୍ତିହୀନ

वह जिसमें बल या शक्ति न हो।

वह केवल कमजोरों को ही दबाता है।
कमजोर, दुर्बल, निर्बल

A person who is physically weak and ineffectual.

doormat, weakling, wuss

ବଳହୀନ   ବିଶେଷଣ

ଅର୍ଥ : ବଳ କିମ୍ବା ଶକ୍ତି ନ ଥିବା

ଉଦାହରଣ : ବଳହୀନ ଲୋକଉପରେ ଅତ୍ୟାଚାର କରିବା ଉଚିତନୁହେଁ

ସମକକ୍ଷ : ଅଳ୍ପବଳ, ଶକ୍ତିହୀନ