ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାଙ୍ଗିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାଙ୍ଗିବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁର କିଛି ଅଂଶ ଖଣ୍ଡିତ, ଭଗ୍ନ, ବା ଅଚଳ କରିବା

ଉଦାହରଣ : ବାଡ଼ିରେ ବାଡ଼େଇ ବାଡ଼େଇ ଗାଇଆଳ ଗାଇର ଗୋଡ଼ ଭାଙ୍ଗି ଦେଲା ବେଶି ବଦମାସି କଲେ ତମର ମୁଣ୍ଡ ଫଟେଇଦେବୁ

ସମକକ୍ଷ : ଫଟେଇବା, ଭଗ୍ନ କରିବା

किसी वस्तु का कोई अंग खंडित, भग्न या बेकाम करना।

लाठी से मार-मारकर ग्वाले ने गाय की टाँग तोड़ दी।
ज्यादा इधर-उधर करोगे तो हम तुम्हारा सर फोड़ देंगे।
टोरना, तोड़ देना, तोड़ना, तोरना, फोड़ देना, फोड़ना, भंग करना, भंजित करना, भग्न करना

ଅର୍ଥ : ଟଙ୍କାପଇସାଆଦି ବଦଳାଇବା

ଉଦାହରଣ : ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ

ସମକକ୍ଷ : ଖୁଚୁରାନଥିବା, ବଦଳାଇବା, ଭଙ୍ଗାଇବା

रुपये पैसे आदि का भंजना।

फलवाले के पास पाँच सौ का नोट नहीं टूटा।
टूटना

ଅର୍ଥ : କାନ୍ଥ, ଘର ଆଦିକୁ ଭାଙ୍ଗି ଖସେଇବା

ଉଦାହରଣ : ସୋହନ ନୂଆଘର ତିଆରି କରିବାପାଇଁ ପୁରୁଣା ଘରକୁ ଭାଙ୍ଗୁଛି

दीवार, मकान आदि को तोड़कर गिराना।

नया घर बनाने के लिए सोहन पुराने घर को ढाह रहा है।
ढाना, ढाहना

Destroy completely.

The wrecking ball demolished the building.
demolish, pulverise, pulverize

ଅର୍ଥ : ଶରୀରର ଗଣ୍ଠି ବା ଉଦ୍‌‌ବେଗ ଯୋଗୁଁ ପୀଡ଼ା ଜାତ ହେବା(ବିଶେଷକରି ହାଡ଼ ଓ ଖଞ୍ଜାରେ )

ଉଦାହରଣ : ସର୍ଦ୍ଦି-ଥଣ୍ଡା, ଜରଆଦିରେ ଶରୀର ଦୁର୍ବଳହୁଏ

ସମକକ୍ଷ : ଦୁର୍ବଳ

शरीर में ऐंठन या तनाव लिए हुए पीड़ा होना (विशेषकर हड्डियों एवं जोड़ों में)।

सर्दी-जुकाम, बुखार आदि में शरीर टूटता है।
टूटना, फूटना

Feel physical pain.

Were you hurting after the accident?.
ache, hurt, suffer

ଅର୍ଥ : ଟଙ୍କା,ନୋଟ ଆଦିକୁ ଛୋଟ ମୁଦ୍ରା ବା ଟଙ୍କାରେ ପରିଣତ କରିବା

ଉଦାହରଣ : ହଜାର ଟଙ୍କିଆ ନୋଟଟି କେଉଁଠି ଭାଙ୍ଗିଲାନାହିଁ

ସମକକ୍ଷ : ଖୁଚୁରାହେବା, ରେଜାହେବା

रुपए, नोट आदि का छोटे सिक्कों या रुपयों में परिणत होना।

हज़ार का नोट कहीं नहीं भुना।
भुनना

ଅର୍ଥ : ଏକାଥରକେ ଅନେକ ପରିମାଣରେ ଆସିବା

ଉଦାହରଣ : ମହୁମାଛିମାନେ ଭାଙ୍ଗିଲେ ଆଉ ଲୋକମାନଙ୍କୁ ବିନ୍ଧିବାକୁ ଲାଗିଲେ ସିନେମାଘର ବାହାରେ ଭିଡ଼ ଭାଙ୍ଗୁଛି

ସମକକ୍ଷ : ଉଛୁଳି ପଡ଼ିବା

एक बारगी बहुत सा आना।

मधुमक्खियाँ टूट पड़ीं और लोगों को काटने लगीं।
सिनेमाघर के बाहर भीड़ उमड़ रही है।
उमड़ना, उमड़ाना, उलटना, टूट पड़ना

Move in large numbers.

People were pouring out of the theater.
Beggars pullulated in the plaza.
pour, pullulate, stream, swarm, teem

ଅର୍ଥ : କ୍ଷତି ବା କମ ହେବା

ଉଦାହରଣ : ବର୍ଷା ଅଭାବରୁ ଏ ବର୍ଷ ଫସଲ ଉଜୁଡ଼ିଯାଇଛି

ସମକକ୍ଷ : ଉଜୁଡ଼ିବା

घाटा या कमी होना।

वर्षा की कमी के कारण इस वर्ष फ़सल टूट गई है।
टूटना

Grow worse.

Conditions in the slum worsened.
decline, worsen