ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସୂତା ଭଳି ଦୁର୍ବଳ ଓ ପତଳା
ଉଦାହରଣ : ନହନହକା ଶ୍ରମିକଜଣକ ବୋଝ ନେଇ ଚାଲି ପାରୁ ନଥିଲା
ସମକକ୍ଷ : ଦୁର୍ବଳ, ନହନହକା
ताँत के समान दुबला-पतला।
Tall and thin and having long slender limbs.
ଅର୍ଥ : କ୍ଷୀଣକାୟ ଶରୀର
ଉଦାହରଣ : ରୋଗରେ ପଡ଼ି ସେ ବହୁତ ଦୁର୍ବଳ ହୋଇଯାଇଛି
ସମକକ୍ଷ : କ୍ଷୀଣ, ଦୁର୍ବଳ
शरीर से क्षीण।
Lacking excess flesh.
ଅର୍ଥ : ହାଲୁକା ଓ ପତଳା ଦେହ ବା ଶରୀରବାଲା
ଉଦାହରଣ : ଜଣେ ଧଡ଼ିଆ ଯୁବକ ଏହି ଦୌଡ଼ ପ୍ରତିଯୋଗିତାରେ ବାଜି ମାରିନେଲା
ସମକକ୍ଷ : କୃଶୋଦର, ତନୁପତଳା, ଧଡ଼ିଆ, ପାତଳ, ଶୁକୁଟା
हल्के और पतले शरीर वाला। जिसकी कमर अत्यन्त क्षीण या पतली हो।
Being of delicate or slender build.
ଅର୍ଥ : ଯାହା ଅଧିକ ଗାଢ ନୁହେଁ
ଉଦାହରଣ : ଦହି ପାଣିଆ ହୋଇଛି
ସମକକ୍ଷ : ତରଳ, ପାଣିଆ
जो बहुत गाढ़ा न हो।
ଅର୍ଥ : ବହୁତ ପତଳା (କପଡ଼ା)
ଉଦାହରଣ : ସୋହନ ପତଳା କପଡ଼ାର କୁର୍ତା ପିନ୍ଧିଥିଲା
ସମକକ୍ଷ : ଝିଲଝିଲ, ସରୁ
बहुत पतला (कपड़ा)।
ଅର୍ଥ : ଯାହାର ଗୋଲେଇ ବା ବ୍ୟାସ କମ୍
ଉଦାହରଣ : ଏହି ଲୁଗା ଅତି ପତଳା
ସମକକ୍ଷ : କ୍ଷୀଣ, ଶୀର୍ଣ୍ଣ, ସୂକ୍ଷ୍ମ
जिसकी मोटाई या व्यास कम हो।
Thin in thickness or diameter.
ଅର୍ଥ : ଯେଉଁଥିରେ ଜଳର ଅଂଶ ଅଧିକ
ଉଦାହରଣ : ମଇଁଷି ଅପେକ୍ଷା ଗାଈର ଦୁଧ ଅଧିକ ପତଳା
जिसमें जल का अंश अधिक हो।
ସଂସ୍ଥାପନ କରନ୍ତୁ