ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗ୍ଲାନି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗ୍ଲାନି   ବିଶେଷ୍ୟ

ଅର୍ଥ : କୌଣସି ଉଚିତ, ଆବଶ୍ୟକ ବା ପ୍ରିୟ କଥା ହୋଇ ନପାରିବାରୁ ମନରେ ହେଉଥିବା ଦୁଃଖ

ଉଦାହରଣ : ମୋର ଦୁଃଖ ଯେ ମୁଁ ଆପଣଙ୍କ କାମ ଠିକ୍‌ ସମୟରେ କରିପାରିଲି ନାହିଁ

ସମକକ୍ଷ : ଅନୁତାପ, ଅବଶୋଷ, କ୍ଷୋଭ, ଖେଦ, ଦୁଃଖ

किसी उचित, आवश्यक या प्रिय बात के न होने पर मन में होनेवाला दुख।

मुझे दुःख के साथ कहना पड़ रहा है कि मैं आपका काम समय पर पूरा नहीं कर पाउँगा।
अनुताप, अफसोस, अफ़सोस, अलम, आज़ुर्दगी, आमनस्य, ऊर्मि, क्षोभ, खेद, ताम, दिलगीरी, दुःख, दुख, मलाल, मलोला, रंज, वत

A feeling of deep regret (usually for some misdeed).

compunction, remorse, self-reproach