ଅର୍ଥ : କୌଣସି ଗ୍ରହକୁ ନିଜ ଅକ୍ଷରେ ଥରେ ବୁଲିବାପାଇଁ ଲାଗୁଥିବା ସମୟ
ଉଦାହରଣ :
ବୃହସ୍ପତିର ଦିନ ପୃଥିବୀର ଦିନଠାରୁ ବଡ଼
ସମକକ୍ଷ : ଦିବସ
ଅର୍ଥ : ଯେଉଁ ସମୟସୀମା ମଧ୍ୟରେ କିଛି ବିଶେଷ ଘଟଣା ଘଟିଥାଏ
ଉଦାହରଣ :
କଲେଜ ଦିନଗୁଡ଼ିକରେ ଆମେ ବହୁତ ମଜା କରୁଥିଲୁ
ସମକକ୍ଷ : ସମୟ
ଅର୍ଥ : ଗୋଟିଏ ସୂର୍ଯୋଦୟ ଠାରୁ ଆଉଗୋଟିଏ ସୂର୍ଯୋଦୟ ପର୍ଯ୍ୟନ୍ତ ସମୟ ଚବିଶ ଘଣ୍ଟା
ଉଦାହରଣ :
ଗୋଟିଏ ଦିନରେ ଆଠ ପ୍ରହର ଥାଏ
ସମକକ୍ଷ : ଦିବସ
ଅର୍ଥ : ଚବିଶ ଘଣ୍ଟା ମଧ୍ୟରୁ ଶୋଇବା ସମୟ ବ୍ୟତୀତ ଯେଉଁ ସମୟରେ ଆମେ କାର୍ଯ୍ୟ କରିଥାଉ
ଉଦାହରଣ :
ମୋର ଦିନ ସକାଳ ଚାରିଟାରେ ଆରମ୍ଭ ହୁଏ
ସମକକ୍ଷ : ଦିବସ