ଅର୍ଥ : କ୍ରିୟାର ଯେଉଁ ରୂପଦ୍ୱାରା ଆମକୁ କାର୍ଯ୍ୟର ସମୟ ବିଷୟରେ ଜଣାପଡ଼େ
ଉଦାହରଣ :
କାଳ ମୁଖ୍ୟତଃ ତିନି ପ୍ରକାରର
ଅର୍ଥ : ଏକ ବିଶେଷ ସମୟରେ କୌଣସି ବ୍ୟକ୍ତିର ଅନୁଭବ
ଉଦାହରଣ :
ବିଗତ ସମୟକୁ ଆଧାର କରି ମୁଁ କହିପାରେ ଯେ ଦୁନିଆଁ ସ୍ୱାର୍ଥପର
ସମକକ୍ଷ : ସମୟ
ଅର୍ଥ : ଇତିହାସର କୌଣସି ଏଭଳି ବଡ଼ କାଳ ଯେଉଁଥିରେ ଗୋଟିଏ ପ୍ରକାରର କାମ, ଘଟଣାଆଦିର ପ୍ରମୁଖତା ଅଛି
ଉଦାହରଣ :
ଭକ୍ତି ଯୁଗକୁ ହିନ୍ଦୀ ସାହିତ୍ୟର ସ୍ୱର୍ଣ୍ଣ ଯୁଗ ଭାବରେ ଗ୍ରହଣ କରାଯାଏ
ସମକକ୍ଷ : ଯୁଗ
ଅର୍ଥ : ଇତିହାସରେ କମ ବା ଅଧିକ ନିର୍ଦ୍ଦିଷ୍ଟ ସମୟସୀମା
ଉଦାହରଣ :
ଆକବରଙ୍କ ସମୟରେ ପ୍ରଜାମାନେ ସୁଖୀ ଥିଲେ
ସମକକ୍ଷ : ସମୟ