ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦିବା   ବିଶେଷ୍ୟ

ଅର୍ଥ : ସୂର୍ଯ୍ୟ ଉଦୟ ହେବାଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ସମୟ

ଉଦାହରଣ : ଆଜି ଦିନଟି ମୋପାଇଁ ବହୁତ ଭଲ ଥିଲା ଖରାଦିନେ ଦିନ ବଢ଼ିଯାଏ

ସମକକ୍ଷ : ଦିନ, ଦିବସ

सूर्य निकलने से उसके अस्त होने तक का समय।

आज का दिन मेरे लिए बहुत ही अच्छा रहा।
गर्मी में दिनमान बढ़ जाता है।
अह, आहन, दिन, दिनमान, दिव, दिवस, दिवा, दिव्, दिहाड़ी, द्यु, रोज, रोज़, व्युष्ट

The time after sunrise and before sunset while it is light outside.

The dawn turned night into day.
It is easier to make the repairs in the daytime.
day, daylight, daytime

ଅର୍ଥ : ଯେଉଁ ବର୍ଣ୍ଣବୃତ୍ତରେ ବାଇଶଟି ଅକ୍ଷର ଥାଏ

ଉଦାହରଣ : ଦିବାର ପ୍ରତ୍ୟେକ ଚରଣରେ ସାତୋଟି ନଗଣ ଓ ଗୋଟିଏ ଗୁରୁ ଥାଏ

एक वर्णवृत्त जिसमें बाईस अक्षर होते हैं।

दिवा के प्रत्येक चरण में सात नगण और एक गुरु होता है।
दिवा

(prosody) a system of versification.

poetic rhythm, prosody, rhythmic pattern