ଅର୍ଥ : ପୁରାଣାନୁସାରେ କାଳର ଚାରି ପରିମାଣ ବା ବିଭାଗ-ସତ୍ୟ ଯୁଗ, ତ୍ରେତୟା ଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗରୁ ପ୍ରତ୍ୟେକ
ଉଦାହରଣ :
ଭଗବାନ ରାମଙ୍କ ଜନ୍ମ ତ୍ରେତୟା ଯୁଗରେ ହୋଇଥିଲା
ଅର୍ଥ : ଇତିହାସର କୌଣସି ଏଭଳି ବଡ଼ କାଳ ଯେଉଁଥିରେ ଗୋଟିଏ ପ୍ରକାରର କାମ, ଘଟଣାଆଦିର ପ୍ରମୁଖତା ଅଛି
ଉଦାହରଣ :
ଭକ୍ତି ଯୁଗକୁ ହିନ୍ଦୀ ସାହିତ୍ୟର ସ୍ୱର୍ଣ୍ଣ ଯୁଗ ଭାବରେ ଗ୍ରହଣ କରାଯାଏ
ସମକକ୍ଷ : କାଳ